ନୂଆଦିଲ୍ଲୀ: କିଏ କେତେବେଳେ କଣ କରୁଛି ତାହା ଜାଣିବା ବହୁତ କଷ୍ଟ । ତେବେ କିଛିଦିନ ହେବ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଘୋଡା ରାଣୀ ଆୟଲା - different
ଆୟଲା ନାମକ ମହିଳାଙ୍କର ଘୋଡା ପରି ଦୌଡିବାର କ୍ଷମତା ଅଛି । ତେବେ କେବଳ ଏତିକି ନୁହେଁ ମହିଳା ଜଣଙ୍କ ଘୋଡା ପରି ଡିଆଁ ମଧ୍ୟ ମାରି ପାରନ୍ତି ।

ଫଟୋ ସୌଜନ୍ଯ: ସୋସିଆଲ ମିଡିଆ
ଭିଡିଓ ସୌଜନ୍ଯ:ଇନଷ୍ଟା@_jump_to_the_stars_and_back_
ଭିଡିଓ ସୌଜନ୍ଯ:ଇନଷ୍ଟା@_jump_to_the_stars_and_back_
ତେବେ ଏହି ଭିଡିଓଟି କଷ୍ଟର୍ନ ନାଁବେର ଆୟଲା ନାମକ ମହିଳାଙ୍କର ଅଟେ । ଏହି ମହିଳାଙ୍କ ମଧ୍ୟରେ ଘୋଡା ପରି ଦୌଡିବାର କ୍ଷମତା ଅଛି । କେବଳ ଏତିକି ନୁହେଁ ମହିଳା ଜଣଙ୍କ ଘୋଡା ପରି ଡିଆଁ ମଧ୍ୟ ମାରି ପାରନ୍ତି । ଏହି ଭିଡିଓରେ ଆପଣ ଦେଖିପାରିବେ ମହିଳା ଜଣଙ୍କ କିପରି ଘୋଡା ପରି ଅତି ଖୀପ୍ର ଗତିରେ ଦୌଡି ପାରୁଛନ୍ତି ।