ନୂଆଦିଲ୍ଲୀ:ଋଷ ଓ ୟୁ୍କ୍ରେନ ମଧ୍ୟରେ ଯୁଦ୍ଧ ଯେତିକି ବଢୁଛି, ଋଷିଆ ଉପରେ ବିଭିନ୍ନ ରାଷ୍ଟ୍ର ପକ୍ଷରୁ ଆର୍ଥିକ ପ୍ରତିବନ୍ଧକ ସେହି ମାତ୍ରରେ ଲାଗି ଚାଲିଛି । ତେବେ ବିଶ୍ବର ବୃହତ ଇ କର୍ମସ କମ୍ପାନୀ ଆମାଜନ୍ ଆଜି ଋଷ ଉପରେ ପ୍ରତିବନ୍ଧକ ଲଗାଇଛି । ଏଣିକି ଆମାଜନ୍ କୌଣସି ବାଣିଜ୍ୟିକ କାର୍ଯ୍ୟ ଋଷରେ କରିବ ନାହିଁ ବୋଲି ସ୍ପଷ୍ଟ କରିଛି ।
ଏହା ବି ପଢନ୍ତୁ:WHOର ସଙ୍ଗୀନ ଅଭିଯୋଗ, ୟୁକ୍ରେନର ବିଭିନ୍ନ ହସ୍ପିଟାଲ ଉପରେ ୧୮ ବୋମା ମାଡ କରିଛି ଋଷ