କାବୁଲ:ତାଲିବାନ୍ ଆକ୍ରମଣରେ 6 ଯବାନ ଶହୀଦ । ଗତ ଶନିବାର ରାତିରେ ଆଫଗାନିସ୍ତାନର ଉତ୍ତର କୁଣ୍ଡୁଜରେ ତାଲିବାନ ଆକ୍ରମଣରେ 6 ଜଣ ଯବାନଙ୍କର ମୃତ୍ୟୁ ଘଟିଛି । ଏହି ଆକ୍ରମଣ ଇମାମ ସାହେବ ଜିଲ୍ଲାରେ ହୋଇଥିଲାବେଳେ ତାଲିବାନ ଆତଙ୍କବାଦୀମାନେ ସୁରକ୍ଷା ଚେକପଏଣ୍ଟ ଉପରେ ଆକ୍ରମଣ କରିଥିଲେ।
ତାଲିବାନ୍ ଆକ୍ରମଣରେ 6 ଯବାନ ଶହୀଦ - ତାଲିବାନ ଆକ୍ରମଣ
ଗତ ଶନିବାର ରାତିରେ ଆଫଗାନିସ୍ତାନର ଉତ୍ତର କୁଣ୍ଡୁଜରେ ତାଲିବାନ ଆକ୍ରମଣରେ 6 ଜଣ ଯବାନଙ୍କର ମୃତ୍ୟୁ ଘଟିଛି ।
![ତାଲିବାନ୍ ଆକ୍ରମଣରେ 6 ଯବାନ ଶହୀଦ taliban attack](https://etvbharatimages.akamaized.net/etvbharat/prod-images/768-512-7805443-475-7805443-1593340568266.jpg)
ତାଲିବାନ୍ ଆକ୍ରମଣରେ 6 ଯବାନ ନିହତ
ଏହି ଆକ୍ରମଣରେ ପାଞ୍ଚ ଜଣ ଯବାନ ଏବଂ ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ସେହିପରି ଏହି ଆକ୍ରମଣରେ ତାଲିବାନର ମଧ୍ୟ 4 ଆତଙ୍କବାଦୀ ନିହତ ହୋଇଥିବାବେଳେ ଦୁଇ ଜଣ ଆହତ ହୋଇଥିବା ସୁତ୍ରରୁ ପ୍ରକାଶ ।