ସିଙ୍ଗାପୁର: ସିଙ୍ଗାପୁରରେ 528 କରୋନା ପଜିଟିଭ ନେଇ ସୂଚନା ଦେଇଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ଯାହା ପ୍ରାୟ ଦୁଇ ସପ୍ତାହ ମଧ୍ୟରେ ଦୈନିକ ସବୁଠାରୁ କମ ବୋଲି ଜଣାପଡିଛି ।
ସିଙ୍ଗାପୁରରେ 528 ନୂଆ କୋରୋନା ପଜିଟିଭ ମାମଲା - singapore confirms 528 corona positive case, tally reraches 14,951
ସିଙ୍ଗାପୁରରେ 528 ନୂତନ କୋରୋନା ପଜିଟିଭ ମାମଲା । ଅଧିକ ପ୍ରବାସୀ ଶ୍ରମିକ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଅଧିକ ପଢନ୍ତୁ..

ସିଙ୍ଗାପୁରରେ 528 ନୂତନ କୋରୋନା ପଜିଟିଭ ମାମଲା
ଅଧିକାଂଶ ନୂତନ ମାମଲା ସହର କିଛି ଛାତ୍ରାବାସରେ ରହୁଥିବା ପ୍ରବାସୀ ଶ୍ରମିକଙ୍କ ଠାରେ ରହିଛି। ଯାହା ଏସିଆରେ ସର୍ବାଧିକ କୋରୋନା ସଂକ୍ରମଣ ବୃଦ୍ଧି କରିଛି । ସିଙ୍ଗାପୁରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 14951ରେ ପହଞ୍ଚିଲାଣି । ବର୍ତ୍ତମାନ ସୁଦ୍ଧା କେରୋନା ଏଠାରେ ପ୍ରାୟ 12 ଜଣଙ୍କ ପ୍ରାଣ ନେଲାଣି ।
@ANI