ଟୋକିଓ: ଭୂକମ୍ପରେ ଥରିଲା ଜାପାନ। ରିକ୍ଟର ସ୍କେଲରେ ତୀବ୍ରତା 6.1 ରେକର୍ଡ କରାଯାଇଛି। ଏହି ଝଟକା ଶନିବାର ଜାପାନର ମିୟାଗି ପ୍ରିଫେକ୍ଟରରେ ଅନୁଭୂତ ହୋଇଛି। ଭୂକମ୍ପକୁ ନେଇ କୌଣସି ସୁନାମି ସତର୍କତା ଜାରି କରାଯାଇ ନାହିଁ ବୋଲି ଅଧିକାରୀ ମାନେ କହିଛନ୍ତି।
ଥରିଲା ଜାପାନ,ରିକ୍ଟର ସ୍କେଲରେ ତୀବ୍ରତା 6.1 ରେକର୍ଡ - earthquake of 6.1-magnitude jolts Japan
ଭୂକମ୍ପରେ ଥରିଲା ଜାପାନ। ରିକ୍ଟର ସ୍କେଲରେ ତୀବ୍ରତା 6.1 ରେକର୍ଡ କରାଯାଇଛି। ଏହି ଝଟକା ଶନିବାର ଜାପାନର ମିୟାଗି ପ୍ରିଫେକ୍ଟରରେ ଅନୁଭୂତ ହୋଇଛି। ଭୂକମ୍ପକୁ ନେଇ କୌଣସି ସୁନାମି ସତର୍କତା ଜାରି କରାଯାଇ ନାହିଁ ବୋଲି ଅଧିକାରୀ ମାନେ କହିଛନ୍ତି।
ଥରିଲା ଜାପାନ, କ୍ଟର ସ୍କେଲରେ ତୀବ୍ରତା 6.1 ରେକର୍ଡ
ସିନ୍ହୁଆ ନ୍ୟୁଜ୍ ଏଜେନ୍ସି ରିପୋର୍ଟ ଅନୁଯାୟୀ, ଝଟକା ରାତି ପ୍ରାୟ 11.44ରେ ହୋଇଥିଲା । ଭୂକମ୍ପର କେନ୍ଦ୍ର 38.7 ଡିଗ୍ରୀ ଅକ୍ଷାଂଶ ଏବଂ ପୂର୍ବ ଦ୍ରାଘିମା 142.4 ଡିଗ୍ରୀ ଏବଂ 40 କିଲୋମିଟର ଗଭୀରତାରେ ସୃଷ୍ଟି ହୋଇଥିଲା। କ୍ଷୟକ୍ଷତି କିମ୍ବା ଆହତଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ।