ଓଡିଶା

odisha

ETV Bharat / international

ଶ୍ରୀନାଥଜୀ ମନ୍ଦିରରେ କୃଷ୍ଣଙ୍କ ଦର୍ଶନ କଲେ ମୋଦି - ମନାମା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନାମା ଶ୍ରୀନାଥଜୀ ମନ୍ଦିର ଯାଇ ଭଗବାନ କୃଷ୍ଣଙ୍କ ଦର୍ଶନ କରିଛନ୍ତି । ମନ୍ଦିରରେ 42 ଲକ୍ଷ ଡଲାରର ବ୍ୟୟରେ ଉନ୍ନତିମୂଳକ କାର୍ଯ୍ୟର ଆରମ୍ଭ କରିଛନ୍ତି ମୋଦି ।

ଫଟୋ ସୌଜନ୍ୟ: ଟୁଇଟର @@narendramodi

By

Published : Aug 25, 2019, 12:54 PM IST

ମନାମା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ଥର ପାଇଁ ଇସଲାମିକ ଦେଶ ବହାରିନର ଯାଇ 200 ବର୍ଷ ପୁରୁଣା ହିନ୍ଦୁ ମନ୍ଦିରର ଦର୍ଶନ କରିଛନ୍ତି । ବହାରିନର ରାଜଧାନୀ ମନାମାରେ ଥିବା ଶ୍ରୀନାଥଜୀ ମନ୍ଦିରରେ ମୋଦି ଭଗବାନ କୃଷ୍ଣଙ୍କ ଦର୍ଶନ କରିବା ସହିତ ପୂଜାର୍ଚ୍ଚନା ମଧ୍ୟ କରିଛନ୍ତି ।

ଭିଡିଓ ସୌଜନ୍ୟ: ଟୁଇଟର @@narendramodi

ମୋଦି ଶ୍ରୀନାଥଜୀ ମନ୍ଦିରରେ 42 ଲକ୍ଷ ଡଲାରର ବ୍ୟୟରେ ଉନ୍ନତିମୂଳକ କାର୍ଯ୍ୟର ଆରମ୍ଭ କରିଛନ୍ତି । ଥାଇଟି ହିନ୍ଦୁଙ୍କ ଦ୍ବାରା 45,000 ବର୍ଗଫୁଟ କ୍ଷେତ୍ରରେ ନିର୍ମିତ ଏହି ମନ୍ଦିରର ନବୀକରଣ କରାଯାଉଛି । ଏହି ସମୁଦାୟର ଲୋକେ ଆଜି ବି ମନ୍ଦିରର ରକ୍ଷଣାବେକ୍ଷଣ କରୁଛନ୍ତି ।

ABOUT THE AUTHOR

...view details