ଜେରୁଜେଲମ: ବିସ୍ଫୋରଣ ଶବ୍ଦରେ କମ୍ପିଛି ଇସ୍ରାଏଲ । ଅଶାନ୍ତ ହୋଇଉଠିଛି ରାଜଧାନୀ ଜେରୁଜେଲମ । ଇସ୍ରାଏଲ ରାଜଧାନୀ ଜେରୁଜେଲମ ନିକରେ ଶୁଭିଛି 3 ବିସ୍ଫୋରଣର ଶବ୍ଦ । ରକେଟ ଆକ୍ରମଣ ନେଇ କରାଯାଉଛି ଆଶଙ୍କା ।
ବିସ୍ଫୋରଣରେ କମ୍ପିଲା ଇସ୍ରାଏଲ, ରକେଟ ଆକ୍ରମଣ ସନ୍ଦେହ - ଇସ୍ରାଏଲ ବିସ୍ଫୋରଣ
ଇସ୍ରାଏଲ ରାଜଧାନୀ ଜେରୁଜେଲମ ନିକଟରେ ଶୁଭିଛି 3 ବିସ୍ଫୋରଣର ଶବ୍ଦ । ରକେଟ ଆକ୍ରମଣ ନେଇ କରାଯାଉଛି ଆଶଙ୍କା । ଅଧିକ ପଢନ୍ତୁ...
ବିସ୍ଫୋରଣରେ କମ୍ପିଲା ଇସ୍ରାଏଲ, ରକେଟ ଆକ୍ରମଣ ସନ୍ଦେହ
ଏହାପୂର୍ବରୁ ଗାଜା ପକ୍ଷରୁ ଆଣ୍ଟିଟ୍ୟାଙ୍କ୍ ମିସାଇଲ ମାଡ କରାଯାଇଥିବା ଇସ୍ରାଏଲ ପ୍ରତିରକ୍ଷା ବିଭାଗ ଟ୍ବିଟ କରି ଦେଇଥିଲା ସୂଚନା ।