ଟୋକିଓ:ମହାମାରୀ କାଳରେ ଜାପାନରେ ପ୍ରକୃତିର ତାଣ୍ତବ । ପ୍ରବଳ ବର୍ଷା ବନ୍ୟା ସ୍ଥିତି ଉପୁଜିଛି । ପ୍ରଭାବିତ ହୋଇଛି ଜନଜୀବନ । ବନ୍ୟା ପାଇଁ ୧.୨୩ ମିଲିୟନରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯିବ । ଜାପାନ ଦକ୍ଷିଣ-ପଶ୍ଚିମ ଚାରିଟି ପ୍ରଦେଶରେ 1.23 ନିୟୁତ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛି । ଫୁକୌକା, ସାଗା, ନାଗାସାକି ଏବଂ ହିରୋସିମା ଅଞ୍ଚଳରେଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରିବା ପାଇଁ ପ୍ରଥମେ କୁହାଯାଇଥିଲା ।
ବର୍ଷାରେ ବେହାଲ ଜାପାନ, 1.2 ମିଲିୟନ ଲୋକଙ୍କୁ କରାଯିବ ସ୍ଥାନାନ୍ତର - ବନ୍ୟା
ମହାମାରୀ କାଳରେ ଜାପାନରେ ପ୍ରକୃତିର ତାଣ୍ତବ । ବନ୍ୟା ପରିସ୍ଥିତି ପାଇଁ ୧.୨୩ ମିଲିୟନରୁ ଅଧିକ ଲୋକଙ୍କୁ କରାଯିବ ସ୍ଥାନାନ୍ତର । ଅଧିକ ପଢନ୍ତୁ...
JAPAN FLOOD ; 1.2 ମିଲିୟନରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ
ଜାପାନର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ଅନେକ ଦିନ ଧରି ପ୍ରବଳ ବର୍ଷା ଲାଗି ରହିଛି । ଫଳରେ ବିଭିନ୍ନ ସ୍ଥାନରେ ବନ୍ୟା ସ୍ଥିତି ଉପୁଜିଛି । ଏନେଇ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ମଧ୍ୟ ହୋଇଛି । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଥିଲେ । ଆସନ୍ତାକାଲି ମଧ୍ୟ ଦକ୍ଷିଣ-ପଶ୍ଚିମ ଜାପାନରେ ବର୍ଷା ହେବ ବୋଲି ଆକଳନ କରାଯାଇଛି ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ