ଇସଲାମବାଦ: ବଲିଉଡ ସଙ୍ଗ ଟିପ୍ ଟିପ୍ ବର୍ଷା ପାନିରେ ଜଣେ ପାକିସ୍ତାନ ସାଂସଦ ଡ୍ୟାନ୍ସ (Pakistan MP Dance Video) କରିଥିବା ଖବର ସତ୍ୟ ନୁହେଁ । ନାଚି ନାଚି ମଞ୍ଚ ଦୋହଲାଇ ଦେଉଥିବା ବ୍ୟକ୍ତି ଜଣକ ଏମପି ଆମୀର ଲିୟାକତ ହୁସେନ ନୁହଁନ୍ତି ।
ଟିପ୍ ଟିପ୍ ବର୍ଷା ପାନିରେ ନାଚିଥିବା ବ୍ୟକ୍ତି ପାକିସ୍ତାନ ସାଂସଦ କି ? ଜାଣନ୍ତୁ ସତ୍ୟ - ବଲିଉଡ ସଙ୍ଗରେ ନାଚିଲେ ପାକିସ୍ତାନ ଏମପି
ବଲିଉଡ ସଙ୍ଗ ଟିପ୍ ଟିପ୍ ବର୍ଷା ପାନି (Pakistan MP Dance Video) ନାଚି ନାଚି ମଞ୍ଚ ଦୋହଲାଇ ଦେଉଥିବା ବ୍ୟକ୍ତି ଜଣକ ପାକିସ୍ତାନର ଏମପି ଆମୀର ଲିୟାକତ ହୁସେନ ନୁହଁନ୍ତି । ଅଧିକ ପଢନ୍ତୁ
![ଟିପ୍ ଟିପ୍ ବର୍ଷା ପାନିରେ ନାଚିଥିବା ବ୍ୟକ୍ତି ପାକିସ୍ତାନ ସାଂସଦ କି ? ଜାଣନ୍ତୁ ସତ୍ୟ ଟିପ୍ ଟିପ୍ ବର୍ଷା ପାନିରେ ନାଚିଥିବା ବ୍ୟକ୍ତି ପାକିସ୍ତାନ ସାଂସଦ କି ? ଜାଣନ୍ତୁ ସତ୍ୟ](https://etvbharatimages.akamaized.net/etvbharat/prod-images/768-512-14116346-thumbnail-3x2-as.jpg)
ଟିପ୍ ଟିପ୍ ବର୍ଷା ପାନିରେ ନାଚିଥିବା ବ୍ୟକ୍ତି ପାକିସ୍ତାନ ସାଂସଦ କି ? ଜାଣନ୍ତୁ ସତ୍ୟ
ତେବେ ଡ୍ୟାନ୍ସ କରୁଥିବା ବ୍ୟକ୍ତି ଜଣକ ପାକିସ୍ତାନର ଜଣେ କୋରିଓଗ୍ରାଫର ସୋଏବ । ଏହି ଡ୍ୟାନ୍ସ ଭିଡିଓକୁ ଅମନ ମଲିକ ନାମକ ଜଣେ ୟୁଜର ଟ୍ୱିଟର ଆକାଉଣ୍ଟରେ ସେୟାର କରିଥିଲେ ।
'ପାକିସ୍ତାନ ମେମ୍ବର ଅଫ୍ ପାର୍ଲାମେଣ୍ଟ, ଲେଡିସ୍ ଆଣ୍ଡ ଜେଣ୍ଟଲ ମ୍ୟାନ' ଲେଖିଥିଲେ । ମାତ୍ର ଅଧିକାଂଶ ଲୋକେ ଏହାକୁ ଚିହ୍ନଟ କରିଥିଲ ଏବଂ ସେ ସାଂସଦ ନୁହଁନ୍ତି ଜଣେ କୋରିଓଗ୍ରାଫର ବୋଲି ଦର୍ଶାଇଥିଲେ ।