ଓଡିଶା

odisha

ପୁଣି ଆମେରିକା ଦୂତାବାସ ଉପରେ ରକେଟ ମାଡ

ଇରାକର ରାଜଧାନୀ ବାଗଦାଦଠାରେ ଥିବା ଆମେରିକା ଦୂତାବାସ ଉପରେ ପୁଣି ହୋଇଛି ରକେଟ ମାଡ । ଅଧିକ ପଢନ୍ତୁ...

By

Published : Jan 21, 2020, 4:07 AM IST

Published : Jan 21, 2020, 4:07 AM IST

Iran attack Two rockets
ଫାଇଲ ଫଟୋ

ବାଗଦାଦ: ଇରାକର ରାଜଧାନୀ ବାଗଦାଦଠାରେ ଥିବା ଆମେରିକା ଦୂତାବାସ ଉପରେ ପୁଣି ରକେଟ ମାଡ କରାଯାଇଛି । ଦୂତାବାସ ନିକଟରେ ଦୁଇଟି ରକେଟ ମାଡ କରାଯାଇଥିବା ସୂଚନା ମିଳିଛି ।

ବର୍ତ୍ତମାନ ସୁଦ୍ଧା ସମ୍ପୂର୍ଣ୍ଣ ତଥ୍ୟ ମିଳିପାରିନାହିଁ । ତେବେ ଇରାନର ସେନା କମାଣ୍ଡର ଜେନେରାଲ କାସିମ୍ ସୁଲେମାନୀଙ୍କୁ ହତ୍ୟା ପରେ ଇରାନ ଓ ଆମେରିକା ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି ।

ABOUT THE AUTHOR

...view details