ଜାକର୍ତ୍ତା: ଇଣ୍ଡୋନେସିଆରେ ନିଖୋଜ ହୋଇଯାଇଛି ଏକ ବୁଡାଜାହାଜ । ଏଥିରେ ଥିଲେ 53 ଜଣ କ୍ରୁ ସଦସ୍ୟ । ତେବେ ଘଟଣା ସାମ୍ନାକୁ ଆସିବା ପରେ ଜାହାଜକୁ ଖୋଜିବା ଆରମ୍ଭ କରିଛି ଦେଶର ନୌସେନା ।
ଇଣ୍ଡୋନେସିଆରେ ନିଖୋଜ ବୁଡାଜାହାଜ, 53 କ୍ରୁ ସଦସ୍ୟଙ୍କୁ ଖୋଜୁଛି ନୌସେନା - submarine missing
ଇଣ୍ଡୋନେସିଆରେ ନିଖୋଜ ହୋଇଯାଇଛି ଏକ ବୁଡାଜାହାଜ । ଏଥିରେ ଥିଲେ 53 ଜଣ କ୍ରୁ ସଦସ୍ୟ । ଅଧିକ ପଢନ୍ତୁ...
ଇଣ୍ଡୋନେସିଆରେ ନିଖୋଜ ବୁଡାଜାହାଜ, 53 କ୍ରୁ ସଦସ୍ୟଙ୍କୁ ଖୋଜୁଛି ନୌସେନା
ଜାହାଜକୁ ଖୋଜିବା ପାଇଁ ପଡୋଶୀ ଦେଶ ଅଷ୍ଟ୍ରେଲିଆ ଓ ସିଙ୍ଗାପୁରର ସାହାଯ୍ୟ ମାଗିଛି ଇଣ୍ଡୋନେସିଆ । ବୁଡାଜାହାଜ ନିଖୋଜ ନେଇ ସମ୍ବାଦ ସରବରାହ ସଂସ୍ଥା ରଏଟର୍ସକୁ ସୂଚନା ଦେଇଛନ୍ତି ଇଣ୍ଡୋନେସିଆ ସେନା ମୁଖ୍ୟ ।
ଇଣ୍ଡୋନେସିଆର ନୌସେନା ମୁଖପାତ୍ରଙ୍କ ସୂଚନା ଅନୁଯାୟୀ, ଜର୍ମାନୀରେ ନିର୍ମିତ ବୁଡାଜାହାଜ କେଆରଆରନାଙ୍ଗାଲା-402(KRI Nanggala-402) ବାଳୀ ଦ୍ବୀପର ଉତ୍ତର ସ୍ଥିତ ସମୁଦ୍ରରେ ଟର୍ପିଡୋ ଡ୍ରିଲ କରୁଥିଲା ।