ମସ୍କୋ: ଋଷରେ ଭୂମିକମ୍ପ । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା 5.4 ରହିଛି । ଗୁରୁବାର ସଂଧ୍ୟା 5.13 ମିନିଟରେ ଭୂକମ୍ପ ହୋଇଥିବା ଜଣାପଡିଛି ।
ଋଷରେ ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା 5.4 - ଋଷର ଦକ୍ଷିଣପଶ୍ଚିମ ପଲାନା
ଋଷରେ ଭୂକମ୍ପ । ଗୁରୁବାର ସଂଧ୍ୟା 5.13 ମିନିଟରେ ହୋଇଛି ଭୂମିକମ୍ପ । ଆଗକୁ ପଢନ୍ତୁ...
ପ୍ରତିକାତ୍ମକ ଫଟୋ
ଋଷର ଦକ୍ଷିଣପଶ୍ଚିମ ପଲାନାରୁ 74 କିଲୋମିଟର ଦୂର ଭୂକମ୍ପର କେନ୍ଦ୍ରସ୍ଥଳ ଥିବା କହିଛନ୍ତି ୟୁଏସଜିଏସ। ଏହାର ଗଭୀରତା 14 କିଲୋମିଟର ପର୍ଯ୍ୟନ୍ତ ଥିବା ଜଣାପଡିଛି। ବର୍ତ୍ତମାନ ସୁଦ୍ଧା ଏଥିରେ କେହି ମୃତାହତ ହୋଇଥିବା ସୂଚନା ମିଳି ପାରିନାହିଁ ।