ଓଡିଶା

odisha

ETV Bharat / international

ଭୂକମ୍ପରେ ଥରିଲା କାବୁଲ - Earthquake in Kabul

ଭୂକମ୍ପରେ ଥରିଲା କବୁଲ । ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ 5.3 ରେକର୍ଡ । ଅଧିକ ପଢନ୍ତୁ...

Earthquake of magnitude 5.3 strikes 43 km N of Kabul, Afghanistan today : National Center for Seismology
ଭୂକମ୍ପରେ ଥରିଲା କବୁଲ

By

Published : Jun 25, 2021, 7:16 AM IST

କାବୁଲ:ଭୂକମ୍ପରେ ଥରିଲା ଆଫଗାନିସ୍ଥାନର କବୁଲ । ଶୁକ୍ରବାର ଭୋର 4ଟା 34 ମିନିଟ ସମୟରେ ଏହି ଭୂମିକମ୍ପ ହୋଇଛି । ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ 5.3 ରହିଥିଲା । ଏନେଇ ନ୍ୟାସନାଲ ସେସମୋଲୋଜିକାଲ ସେଣ୍ଟର ପକ୍ଷରୁ ସୂଚନା ଦିଆଯାଇଛି । 43 କିଲୋମିଟର ପର୍ଯ୍ୟନ୍ତ ଏହାର ଗଭୀରତା ରହିଥିଲା ।

ତେବେ, ଏହି ଭୂମିକମ୍ପରେ କୈଣସି କ୍ଷୟକ୍ଷତି ହୋଇ ନଥିବା ବେଳେ କେହି ମୃତାହତ ହୋଇ ନଥିବା ସୂଚନା ମିଳିଛି ।

@ ANI

ABOUT THE AUTHOR

...view details