ଓଡିଶା

odisha

ETV Bharat / international

ଭୂମିକମ୍ପରେ ଥରିଲା ଆଫଗାନିସ୍ଥାନ - Earthquake in Afghanistan

ଆଫଗାନିସ୍ଥାରେ ମୃଦୁ ଭୂମିକମ୍ପ ଅନୁଭୂତ । ରିକ୍ଟର ସ୍କେଲରେ ତୀବ୍ରତା 4.9 ମାଗ୍ନିଟ୍ୟୁଡ ରହିଛି । ଅଧିକ ପଢନ୍ତୁ...

ଭୂମିକମ୍ପରେ ଥରିଲା ଆଫଗାନିସ୍ଥାନ
ଭୂମିକମ୍ପରେ ଥରିଲା ଆଫଗାନିସ୍ଥାନ

By

Published : Feb 11, 2021, 8:56 AM IST

କାବୁଲ: ଆଫଗାନିସ୍ଥାରେ ମୃଦୁ ଭୂମିକମ୍ପ ଅନୁଭୂତ । ଗୁରୁବାର ସକାଳେ ଆଫଗାନିସ୍ଥାନର ହିନ୍ଦୁ କୁଶ ଅଞ୍ଚଳରେ ଭୂମିକମ୍ପ ଅନୁଭୁତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା 4.9 ମାଗ୍ନିଟ୍ୟୁଡ ରହିଛି । ନ୍ୟାସନାଲ ସେଣ୍ଟର ଫର୍‌ ସେସ୍ମୋଲୋଜି ଅନୁଯାୟୀ କାବୁଲଠାରୁ 277 କିଲୋମିଟର ଦୂର ଉତ୍ତର-ଉତ୍ତରପଶ୍ଚିମରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି ।

ଗୁରୁବାର ସକାଳ 4.1 ମିନିଟରେ ଭୂମିକମ୍ପ ହୋଇଥିବା ବେଳେ ଏହାର କେନ୍ଦ୍ରର ଗଭୀରତା ଥିଲା 97 କିଲୋମିଟର ରହିଛି। ସେପଟେ ଭୂମିକମ୍ପରେ କ୍ଷୟକ୍ଷତି ହୋଇଥିବା କୌଣସି ସୂଚନା ଆସିନାହିଁ ।

@ANI

ABOUT THE AUTHOR

...view details