ଓଡିଶା

odisha

ETV Bharat / international

ମସଜିଦରେ ବୋମା ବିସ୍ଫୋରଣ, 4 ମୃତ - ବୋମା ବିସ୍ଫୋରଣ

କାବୁଲର ଏକ ମସଜିଦରେ ଶୁକ୍ରବାର ବିସ୍ଫୋରଣ ଘଟିଛି । ଏଥିରେ ଅନ୍ୟୁନ୍ୟ 4 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଅଜ୍ଞାତ ବ୍ୟକ୍ତି ଆହତ ହୋଇଛନ୍ତି ।

Bomb explodes
Bomb explodes

By

Published : Jun 12, 2020, 4:34 PM IST

କାବୁଲ: ପଶ୍ଚିମ କାବୁଲର ଏକ ମସଜିଦରେ ଶୁକ୍ରବାର ବିସ୍ଫୋରଣ ଘଟିଛି । ଏଥିରେ ଅନ୍ୟୁନ୍ୟ 4 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଅଜ୍ଞାତ ବ୍ୟକ୍ତି ଆହତ ହୋଇଛନ୍ତି । ଏନେଇ ଆଫଗାନିସ୍ତାନ ସରକାର ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ସୂଚନାଯୋଗ୍ୟ ଯେ, ଆଇଗାନିସ୍ତାନରେ ଗତ କିଛି ସପ୍ତାହରୁ ହିଂସାତ୍ମକ କାର୍ଯ୍ୟକଳାପ ଜାରି ରହିଛି । ସେଥିମଧ୍ୟରୁ ଅଧିକାଂଶ ହିଂସା ଇସଲାମିକ ଷ୍ଟେଟ ସମୁହ ସହ ଜଡିତ ଲୋକ କରିଥିବା ଜଣା ପଡିଛି । ଚଳିତ ମାସ ପ୍ରାରମ୍ଭରେ ଇସଲାମିକ ଷ୍ଟେଟ ପକ୍ଷରୁ ଆଫଗାନିସ୍ତାନର ରାଜଧାନୀ କାବୁଲର ଏକ ମସଜିଦରେ ଆତ୍ମଘାତୀ ବିସ୍ଫୋରଣ କରାଯାଇଥିଲା । ଏଥିରେ ଆଫଗାନିସ୍ତାନର ଜଣେ ନେତାଙ୍କ ବ୍ୟତୀତ 8 ଜଣଙ୍କର ମୃତ୍ୟୁ ଘଟିଥିଲା ।

ABOUT THE AUTHOR

...view details