କାଠମାଣ୍ଡୁ : ଗତ 24 ଘଣ୍ଟା ମଧ୍ୟରେ ନେପାଳର ବିଭିନ୍ନ ଜିଲ୍ଲାରେ ହୋଇଥିବା ଭୂସ୍ଖଳନ ଏବଂ ବନ୍ୟା ଯୋଗୁଁ ଅତି କମରେ 10 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଘଟଣାରେ ଅନ୍ୟ 40 ଜଣ ନିଖୋଜ ଥିବା ଅଧିକାରୀକ ସୂତ୍ରରୁ ଜଣାପଡିଛି ।
ନେପାଳରେ ଭୁସ୍ଖଳନ-ବନ୍ୟା ପରିସ୍ଥିତି: 10 ମୃତ, 40 ନିଖୋଜ - ନେପାଳରେ ଭୁସ୍ଖଳନ-ବନ୍ୟା ପରିସ୍ଥିତି
ଗତ 24 ଘଣ୍ଟା ମଧ୍ୟରେ ନେପାଳର ବିଭିନ୍ନ ଜିଲ୍ଲାରେ ହୋଇଥିବା ଭୂସ୍ଖଳନ ଏବଂ ବନ୍ୟା ଯୋଗୁଁ ଅତି କମରେ 10 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ନେପାଳରେ ଭୁସ୍ଖଳନ
ସୂଚନା ଅନୁଯାୟୀ, ଗତ 24 ଘଣ୍ଟା ମଧ୍ୟରେ ନେପାଳର ମାୟାଗଡି, ଜାଜାର୍କୋଟ ଏବଂ ସିନ୍ଧପାଲଚୋକ ଜିଲ୍ଲା ସମେତ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ଓ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।