କାବୁଲ: ଆଫଗାନିସ୍ତାନରେ ମୃଦୁ ଭୂମିକମ୍ପ । ସକାଳ 9.06ରେ ଭୂମିକମ୍ପ ହୋଇଥିବା ସୂଚନା । ଆଫଗାନିସ୍ତାନର ହିନ୍ଦୁକୁଶ ଅଞ୍ଚଳରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା 4.4 ରେକର୍ଡ କରାଯାଇଛି ।
ଭୂମିକମ୍ପରେ ଥରିଲା ଆଫଗାନିସ୍ତାନର ହିନ୍ଦୁକୁଶ - earthquake in Afghanistan
ଆଫଗାନିସ୍ତାନର ହିନ୍ଦୁକୁଶ ଅଞ୍ଚଳରେ ଭୂମିକମ୍ପର ଝଟକା । ରିକ୍ଟର ସ୍କେଲରେ ତୀବ୍ରତା 4.4 ରେକର୍ଡ କରାଯାଇଛି ।ଅଧିକ ପଢନ୍ତୁ...
![ଭୂମିକମ୍ପରେ ଥରିଲା ଆଫଗାନିସ୍ତାନର ହିନ୍ଦୁକୁଶ An earthquake of magnitude 4.4 on the Richter scale hit Hindu Kush, Afghanistan](https://etvbharatimages.akamaized.net/etvbharat/prod-images/768-512-9941812-thumbnail-3x2-p.jpg)
ଭୂମିକମ୍ପରେ ଥରିଲା ଆଫଗାନିସ୍ତାନର ହିନ୍ଦୁକୁଶ
ଆଫଗାନିସ୍ତାନର ହିନ୍ଦୁକୁଶ ଅଞ୍ଚଳରେ ଭୂମିକମ୍ପର ଝଟକା ଅନୁଭୂତ ହୋଇ ଥିବା ନେଇ ନ୍ୟାସନାଲ ସେଣ୍ଟର ଫର୍ ସେସ୍ମୋଲୋଜି ପକ୍ଷରୁ ସୂଚନା ଦିଆଯାଇଛି । ତେବେ,ଭୂମିକମ୍ପ ଯୋଗୁଁ ଲୋକେ ଘର ବାହାରକୁ ଚାଲିଆସିଥିଲେ । ତେବେ ଏହା ପ୍ରଭାବରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ ।
@ANI