କାବୁଲ: ଆଫଗାନିସ୍ତାନର ଗଜନି ପ୍ରାନ୍ତର ଗିନାଲ ଜିଲ୍ଲାରେ ଭୟଙ୍କର ବିସ୍ଫୋରଣ । ଘର ଭିତରେ ବିସ୍ଫୋରଣ ଘଟି 15 ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି । ଏହାସହ 20 ଜଣ ଗୁରୁତର ଆହତ ହୋଇଛନ୍ତି ।
ଘର ଭିତରେ ଭୟଙ୍କର ବ୍ଲାଷ୍ଟ; 15 ମୃତ, 20 ଆହତ - Ghazni blast
ଆଫଗାନିସ୍ତାନର ଗଜନି ପ୍ରାନ୍ତରେ ଭୟଙ୍କର ବିସ୍ଫୋରଣ । ଦୁର୍ଘଟଣାରେ 15 ସାଧାରଣ ନାଗରିକ ମୃତ । ଅଧିକ ପଢନ୍ତୁ...
![ଘର ଭିତରେ ଭୟଙ୍କର ବ୍ଲାଷ୍ଟ; 15 ମୃତ, 20 ଆହତ ଘର ଭିତରେ ଭୟଙ୍କର ବ୍ଲାଷ୍ଟ](https://etvbharatimages.akamaized.net/etvbharat/prod-images/768-512-9922106-thumbnail-3x2-ghazni.jpg)
ଘର ଭିତରେ ଭୟଙ୍କର ବ୍ଲାଷ୍ଟ
ଆଜି ଅପରାହ୍ନରେ ଏହି ବିସ୍ଫୋରଣ ଘଟିଛି । ବର୍ତ୍ତମାନ ସୁଦ୍ଧା କୌଣସି ଆତଙ୍କୀ ସଙ୍ଗଠନ ନିଜକୁ ଦାୟୀ କରିନାହାଁନ୍ତି । ଏନେଇ ଆଫଗାନିସ୍ତାନର ଅନ୍ତରୀଣ ପ୍ରବକ୍ତା ତାରିଖ ଅରିୟନ ସୂଚନା ଦେଇଛନ୍ତି ।
@ANI