ଜାକର୍ତ୍ତା : ଭୂମିକମ୍ପରେ ଥରିଲା ଇଣ୍ଡୋନେସିଆ । ଶନିବାର ବିଳମ୍ବିତ ରାତିରେ ଇଣ୍ଡୋନେସିଆର ମୁଖ୍ୟ ଜାଭା ଦୀପରେ 6.7 ତିବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି । ଏଥିରେ 6 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣ ଗୁରୁତର ଥିବା ସୂଚନା ମିଳିଛି ।
ଇଣ୍ତୋନେସିଆରେ ଭୂକମ୍ପ, 6 ମୃତ - ଭୂମିକମ୍ପରେ ଥରିଲା ଇଣ୍ଡୋନେସିଆ
ଭୂମିକମ୍ପରେ ଥରିଲା ଇଣ୍ଡୋନେସିଆ । ଭୂମିକମ୍ପରେ 6 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢନ୍ତୁ...
![ଇଣ୍ତୋନେସିଆରେ ଭୂକମ୍ପ, 6 ମୃତ 6 Killed After Earthquake Hits Indonesia](https://etvbharatimages.akamaized.net/etvbharat/prod-images/768-512-11360147-thumbnail-3x2-k.jpg)
ଇଣ୍ତୋନେସିଆରେ ଭୂକମ୍ପ, 6 ମୃତ
ଆମେରିକା ଜିଓଲୋଜିକାଲ ସର୍ଭେ ଅନୁସାରେ ଇଣ୍ଡୋନେସିଆର ପୂର୍ବ ଜାଭା ପ୍ରଦେଶ ଉପକୂଳରେ 6.7 ତିବ୍ରତାର ଏକ ଭୂକମ୍ପ ଘଟିଛି। ଏହି ଭୂକମ୍ପର କେନ୍ଦ୍ର ମାଲାଙ୍ଗ ସହରର ଦକ୍ଷିଣ-ପଶ୍ଚିମ ଠାରୁ 45 କିଲୋମିଟର ଦୂରରେ ଅବସ୍ଥିତ ଥିଲା। ଏନେଇ ଇଣ୍ଡୋନେସିଆର ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଏହି ଭୂକମ୍ପରେ 300 କୋଠା ଭୁଶୁଡି ପଡିଛି ।
@ANI