ଟୋକିଓ: ଭୂମିକମ୍ପରେ ଥରିଲା ଜାପାନ । ରିକ୍ଟର ସ୍କେଲରେ ଯାହାର ତିବ୍ରତା 5.3 ରହିଥିଲା । ଏନେଇ ୟୁଏସ ଜିଓଲୋଜିକାଲ ସେଣ୍ଟର ପକ୍ଷରୁ ସୂଚନା ମିଳିଛି । ଜାପାନର ପୂର୍ବ ନାମିରରେ ଏହି ଭୂକମ୍ପ ହୋଇଥିଲା । ଯାହାର ଗଭୀରତା 257 କିଲୋମିଟର ପର୍ଯ୍ୟନ୍ତ ରହିଥିଲା ।
ଭୂମିକମ୍ପରେ ଥରିଲା ଜାପାନ
ଭୂମିକମ୍ପରେ ଥରିଲା ଜାପାନ । ରିକ୍ଟର ସ୍କେଲରେ ଯାହାର ତିବ୍ରତା 5.3 ରହିଥିଲା । ଅଧିକ ପଢନ୍ତୁ...
ଭୂମିକମ୍ପରେ ଥରିଲା ଜାପାନ
ଶୁକ୍ରବାର ରାତି 20ଟା 23 ମିନିଟ ଏହି ଭୂମିକମ୍ପ ହୋଇଥିଲା । ତେବେ, ଏଥିରେ କୈଣସି କ୍ଷୟକ୍ଷତି ହୋଇ ନଥିବା ବେଳେ କେହି ମୃତାହତ ହୋଇ ନଥିବା ସୂଚନା ମିଳିଛି ।
@ANI