ଓଡିଶା

odisha

ETV Bharat / international

ଭୂକମ୍ପରେ ଥରିଲା ଜାପାନର ଫୁକୁଇ, ସୁନାମୀର ସଙ୍କେତ ନାହିଁ - no tsunami warning

ଭୂକମ୍ପରେ ଥରିଲା ଜାପାନ। ରିକ୍ଟର ସ୍କେଲରେ ତୀବ୍ରତା 5.0 ବୋଲି ରେକର୍ଡ କରାଯାଇଛି। ତେବେ ଏହି ବଡ ଧରଣର ଝଟକାକୁ ନେଇ ସୁନାମୀର କିଛି ଭୟ ନାହିଁ।

ଭୂକମ୍ପରେ ଥରିଲା ଜାପାନର ଫୁକୁଇ, ସୁନାମୀର ସଙ୍କେତ ନାହିଁ
ଭୂକମ୍ପରେ ଥରିଲା ଜାପାନର ଫୁକୁଇ, ସୁନାମୀର ସଙ୍କେତ ନାହିଁ

By

Published : Sep 4, 2020, 1:20 PM IST

ତୁର୍କୀ: ଭୂକମ୍ପରେ ଥରିଲା ଜାପାନ । ରିକ୍ଟର ସ୍କେଲରେ ତୀବ୍ରତା 5.0 ବୋଲି ରେକର୍ଡ କରାଯାଇଛି । ଜାପାନର ପାଣିପାଗ ବିଭାଗ (ଜେଏମଏ) ଅନୁଯାୟୀ ଶୁକ୍ରବାର ଏହି ଭୂକମ୍ପ ଜାପାନର ଫୁକୁଇ ଜିଲ୍ଲାରେ ଏହି କମ୍ପନ ଅନୁଭୂତ ହୋଇଥିଲା।

ଟେମ୍ବଲର୍ ସକାଳ 9:10 (ସ୍ଥାନୀୟ ସମୟ)ରେ ଘଟିଥିଲା, ଏହାର ଭୂକମ୍ପର କେନ୍ଦ୍ର 36.1 ଡିଗ୍ରୀ ଉତ୍ତରରେ ଏବଂ ଦ୍ରାଘିମା 136.2 ଡିଗ୍ରୀ ପୂର୍ବରେ ଏବଂ 10 କିଲୋମିଟର ଗଭୀରତାରେ ହୋଇଥିଲା।

ଜାପାନର ଭୂକମ୍ପ ତୀବ୍ରତା ସ୍କେଲରେ ଫୁକୁଇ ପ୍ରିଫେକ୍ଟରର କିଛି ଅଂଶରେ ଏହା 5 ତୀବ୍ରତା ଦେଖାଉଥିବା ବେଳେ ଆଉ କେତେକ ସ୍ଥାନରେ 7ରେ ପହଞ୍ଚିଛି। ତେବେ ଏହି ବଡ ଧରଣର ଝଟକାକୁ ନେଇ ସୁନାମୀର କିଛି ଭୟ ନାହିଁ।

ABOUT THE AUTHOR

...view details