ଇସଲାମାବାଦ: ଥରିଲା ପାକିସ୍ତାନ । ସୋମବାର ସକାଳ ସମୟ 4ଟା 14ରେ ପାକିସ୍ତାନରେ ଭୂମିକମ୍ପର ଝଟକା ଦେଖିବାକୁ ମିଳିଛି । ସେସମେଲୋଜିର ସୂଚନାନୁଯାୟୀ ପାକିସ୍ତାନରେ ମୃଦୁ ଭୂମିକମ୍ପ ଅନୂଭୁତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 4.8 ରହିଥିବା ସୂଚନା ମିଳିଛି ।
ପାକିସ୍ତାନରେ ଭୂକମ୍ପ ଅନୁଭୂତ, ରିକ୍ଟର ସ୍କେଲରେ ତୀବ୍ରତା 4.8 - କ୍ଷୟକ୍ଷତିର ସୂଚନା ନାହିଁ
ପାକିସ୍ତାନରେ ସୋମବାର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 4.8 ରହିଛି । ଅଧିକ ପଢନ୍ତୁ...
ପାକିସ୍ତାନରେ 4.8ତୀବ୍ରତାର ଭୂମିକମ୍ପ
ତେବେ ଭୂମିକମ୍ପରେ ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ । ତେବେ ଏହି ସମୟରେ କିଛି ଲୋକ ଭୟଭୀତ ହୋଇ ଘର ବାହାରକୁ ଚାଲି ଆସିବାର ଦେଖିବାକୁ ମିଳିଥିଲା । ପାକିସ୍ତାନରେ ଭୂମିକମ୍ପ ହେବା ନେଇ ଏନଏସସି ଟ୍ବିଟ କରି ସୂଚନା ଦେଇଛି ।
@ANI