ଓଡିଶା

odisha

ETV Bharat / international

ନେପାଳରେ 3.5 ତୀବ୍ରତାର ଭୂମିକମ୍ପ - quake jolts Lalitpur district Nepal

ନେପାଳର ଲତିପୁର ଜିଲ୍ଲାରେ 3.5 ତୀବ୍ରତାର ଭୂମିକମ୍ପ । ବଗଲାମୁଖୀ ଅଞ୍ଚଳ ଭୂମିକମ୍ପର କେନ୍ଦ୍ର ହୋଇଥିବା ଜଣାପଡିଛି । ଅଧିକ ପଢନ୍ତୁ...

ନେପାଳରେ 3.5 ତୀବ୍ରତାର ଭୂମିକମ୍ପ
ନେପାଳରେ 3.5 ତୀବ୍ରତାର ଭୂମିକମ୍ପ

By

Published : Aug 5, 2020, 8:02 PM IST

କାଠମାଣ୍ଡୁ: ନେପାଳରେ ଭୂମିକମ୍ପର ଝଟକା । ଲତିପୁର ଜିଲ୍ଲାରେ 3.5 ତୀବ୍ରତାର ଭୂମିକମ୍ପ ହୋଇଥିବା ନେଇ ସେସମୋଲୋଜୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଲତିପୁରର ବଗଲାମୁଖୀ ଅଞ୍ଚଳ ଭୂମିକମ୍ପର କେନ୍ଦ୍ର ହୋଇଥିବା ଜଣାପଡିଛି । ତେବେ ଏଥିରେ କ୍ଷୟକ୍ଷତିର କୌଣସି ସୂଚନା ମିଳିପାରିନାହିଁ ।

ପୂର୍ବରୁ 2017ରେ ନେପାଳରେ ଶକ୍ତିଶାଳୀ ଭୂମିକମ୍ପ ସୃଷ୍ଟି ହୋଇଥିଲା । ଏହା ପ୍ରଭାବରେ 2200ରୁ ଉର୍ଦ୍ଧ୍ବ ଲୋକ ପ୍ରାଣ ହରାଇଥିବା ବେଳେ ପାଖାପାଖି 60 ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ । ଏହାସହ ଏହି ଭୂମିକମ୍ପରେ ଅନେକ ଧନସମ୍ପତ୍ତି ନଷ୍ଟ ହୋଇଥିଲା ।

ABOUT THE AUTHOR

...view details