କାଠମାଣ୍ଡୁ: ନେପାଳରେ ଭୂମିକମ୍ପର ଝଟକା । ଲତିପୁର ଜିଲ୍ଲାରେ 3.5 ତୀବ୍ରତାର ଭୂମିକମ୍ପ ହୋଇଥିବା ନେଇ ସେସମୋଲୋଜୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ନେପାଳରେ 3.5 ତୀବ୍ରତାର ଭୂମିକମ୍ପ - quake jolts Lalitpur district Nepal
ନେପାଳର ଲତିପୁର ଜିଲ୍ଲାରେ 3.5 ତୀବ୍ରତାର ଭୂମିକମ୍ପ । ବଗଲାମୁଖୀ ଅଞ୍ଚଳ ଭୂମିକମ୍ପର କେନ୍ଦ୍ର ହୋଇଥିବା ଜଣାପଡିଛି । ଅଧିକ ପଢନ୍ତୁ...
![ନେପାଳରେ 3.5 ତୀବ୍ରତାର ଭୂମିକମ୍ପ ନେପାଳରେ 3.5 ତୀବ୍ରତାର ଭୂମିକମ୍ପ](https://etvbharatimages.akamaized.net/etvbharat/prod-images/768-512-8306519-267-8306519-1596637595344.jpg)
ନେପାଳରେ 3.5 ତୀବ୍ରତାର ଭୂମିକମ୍ପ
ଲତିପୁରର ବଗଲାମୁଖୀ ଅଞ୍ଚଳ ଭୂମିକମ୍ପର କେନ୍ଦ୍ର ହୋଇଥିବା ଜଣାପଡିଛି । ତେବେ ଏଥିରେ କ୍ଷୟକ୍ଷତିର କୌଣସି ସୂଚନା ମିଳିପାରିନାହିଁ ।
ପୂର୍ବରୁ 2017ରେ ନେପାଳରେ ଶକ୍ତିଶାଳୀ ଭୂମିକମ୍ପ ସୃଷ୍ଟି ହୋଇଥିଲା । ଏହା ପ୍ରଭାବରେ 2200ରୁ ଉର୍ଦ୍ଧ୍ବ ଲୋକ ପ୍ରାଣ ହରାଇଥିବା ବେଳେ ପାଖାପାଖି 60 ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ । ଏହାସହ ଏହି ଭୂମିକମ୍ପରେ ଅନେକ ଧନସମ୍ପତ୍ତି ନଷ୍ଟ ହୋଇଥିଲା ।