ଓଡିଶା

odisha

ETV Bharat / international

ନଦୀରେ ଖସିପଡିଲା ବସ, ୨୮ ମୃତ

ନେପାଳ ସଡକ ଦୁର୍ଘଟଣାରେ ୨୮ ଜଣ ପ୍ରାଣ ହରାଇଥିବାବେଳେ ଅନେକ ଆହତ ହୋଇଛନ୍ତି । ମୁଗୁ ଜିଲ୍ଲା ନଦୀକୁ ଖସିପଡିଛି ବସ । ଅଧିକ ପଢନ୍ତୁ...

By

Published : Oct 12, 2021, 10:55 PM IST

ନଦୀରେ ଖସିପଡିଲା ବସ, ୨୮ ମୃତ
ନଦୀରେ ଖସିପଡିଲା ବସ, ୨୮ ମୃତ

କାଠମାଣ୍ଡୁ: ନେପାଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ଦୁର୍ଘଟଣାରେ ୨୮ ଜଣ ପ୍ରାଣ ହରାଇଥିବାବେଳେ ଅନେକ ଆହତ ହୋଇଛନ୍ତି । ନେପାଳର ମୁଗୁ ଜିଲ୍ଲାରେ ଘଟିଛି ଏହି ଦୁର୍ଘଟଣା ।

ମୁଗୁରେ ଏକ ବସ ନଦୀରେ ଖସିପଡିଛି । ବସ୍‌ଟି ନେପାଳଗଞ୍ଜରୁ ମୁଗୁ ଆସୁଥିବା ସମୟରେ ଝାୟାରୀ ନଦୀରେ ଖସିପଡିଥିଲା ବୋଲି ସୂଚନା ଦେଇଛି ପୋଲିସ ।

ABOUT THE AUTHOR

...view details