ଇସଲାମାବାଦ: ଦୈନିନ୍ଦିନ ଅଭ୍ୟାସ ବେଳେ ପାକିସ୍ତାନର ସେନାର ମୁଶଶକ ଟ୍ରେନର ବିମାନ ଦୁର୍ଘଟଣାଗ୍ରସ୍ତ । ଗୁଜୁରାଟ ନିକଟରେ ଏହି ବିମାନଟି ଖସି ପଡିଥିବାବେଳେ, ଏଥିରେ 2ଜଣ ପାଇଲଟଙ୍କ ମୃତ୍ୟୁ ଘଟିଛି। ଏନେଇ ଆନ୍ତଃ ସେବା ଜନ ସମ୍ପର୍କ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଦୁର୍ଘଟଣାରେ ନିର୍ଦ୍ଦେଶକ ପାଇଲଟ ଉମର ଓ ଲେଫ୍ଟନାଣ୍ଟ ଫୈଜାନ ନାମକ ଜଣେ ପାଇଟଲ ଛାତ୍ରଙ୍କ ମୃତ୍ୟୁ ହୋଇଛି ।
ବିମାନ ଦୁର୍ଘଟଣାରେ 2 ପାକିସ୍ତାନୀ ପାଇଲଟ ମୃତ - 2 pak army pilots killed
ଦୈନନ୍ଦିନ ଅଭ୍ୟାସ ବେଳେ ଗୁଜୁରାଟ ନିକଟରେ ପାକିସ୍ତାନରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣାରେ 2 ପାଇଲଟଙ୍କ ମୃତ୍ୟୁ । ଅଧିକ ପଢନ୍ତୁ...
![ବିମାନ ଦୁର୍ଘଟଣାରେ 2 ପାକିସ୍ତାନୀ ପାଇଲଟ ମୃତ ବିମାନ ଦୁର୍ଘଟଣାରେ 2 ପାକିସ୍ତାନୀ ପାଇଟଲ ମୃତ](https://etvbharatimages.akamaized.net/etvbharat/prod-images/768-512-6773568-thumbnail-3x2-pak.jpg)
ବିମାନ ଦୁର୍ଘଟଣାରେ 2 ପାକିସ୍ତାନୀ ପାଇଟଲ ମୃତ
ମାର୍ଚ୍ଚ 23ରେ ପାକିସ୍ତାନର ଦିନିକିଆ ପରେଡର ରିହସଲ ସମୟରେ ଇସଲାମବାଦର ଶାକରପାରୀବ ନିକଟରେ paf f-16 ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।ଏଥିର ୱିଙ୍ଗ କମାଣ୍ଡର ନାଉମାନ ଅକ୍ରାମଙ୍କ ମୃତ୍ୟୁ ଘଟିଥିଲା ।
@ANI