ୱାସିଂଟନ: ଚୀନ ଉପରେ ଲଗାମ ଲଗାଇବାକୁ ଲୋକପ୍ରିୟ ଟିକ୍ଟକ୍ ଏବଂ ୱିଚାଟ ଆପର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆମେରିକାର ବାଣିଜ୍ୟ ବିଭାଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିବା ବେଳେ ରବିବାର ଠାରୁ ଏହା ଲାଗୁ ହେବ ।
ଟ୍ରମ୍ପଙ୍କ ବଡ ଘୋଷଣା, ଆମେରିକାରେ ଟିକ୍ଟକ ଓ ୱିଚାଟ୍ ଉପରେ ପ୍ରତିବନ୍ଧକ - Trump order
ଟିକ୍ଟକ୍ ଏବଂ ୱିଚାଟ ଆପର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଅଧିକ ପଢନ୍ତୁ...

ଟ୍ରମ୍ପଙ୍କ ବଡ ଘୋଷଣା, ଆମେରିକାରେ ଟିକ୍ଟକ ଓ ୱିଚାଟ୍ ଉପରେ ପ୍ରତିବନ୍ଧକ
ଆମେରିକାର ବାଣିଜ୍ୟ ସଚିବ ୱିଲବୁର ରସଙ୍କ ଅନୁଯାୟୀ, ଚୀନ ଦ୍ବାରା ଆମେରିକାର ନାଗରିକଙ୍କ ବ୍ୟକ୍ତିଗତ ତଥ୍ୟର ଚୋରି ଉପରେ ରୋକ ଲଗାଇବାକୁ ଶୁକ୍ରବାର ଏହି ନିର୍ଦ୍ଦେଶ ଦିଆଯାଇଛି।