ଓଡିଶା

odisha

ETV Bharat / international

ଦକ୍ଷିଣ ଆମେରିକାରେ ଭୟଙ୍କର ଝଡ, ଗଲାଣି 30ରୁ ଉର୍ଦ୍ଧ୍ବ ଜୀବନ - ଭୟଙ୍କର ଝଡ

ଦକ୍ଷିଣ ଆମେରିକା ରାଜ୍ୟରେ ପ୍ରବଳ ଝଡ ଯୋଗୁଁ 30 ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ଏହି ସୂଚନା ପ୍ରଶାସନ ପକ୍ଷରୁ ଦିଆଯାଇଛି। ଅଧିକ ପଢନ୍ତୁ...

South america
South america

By

Published : Apr 14, 2020, 5:22 PM IST

ୱାଶିଂଟନ: ଦକ୍ଷିଣ ଆମେରିକା ରାଜ୍ୟରେ ପ୍ରବଳ ଝଡ ଯୋଗୁଁ 30 ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ଏହି ସୂଚନା ପ୍ରଶାସନ ପକ୍ଷରୁ ଦିଆଯାଇଛି। ଜିନହୁଆ ନ୍ୟୁଜ୍ ଏଜେନ୍ସିର ରିପୋର୍ଟ ଅନୁଯାୟୀ, ବାତ୍ୟା ଦ୍ବାରା ପ୍ରଭାବିତ ଅଞ୍ଚଳରେ ଟେକ୍ସାସ୍, ଆରକାନାସ୍, ଲୁଧିଆନା, ମିସିସିପି, ଆଲାବାମା, ଜର୍ଜିଆ, ଦକ୍ଷିଣ ଏବଂ ଉତ୍ତର କାରୋଲିନା ଏବଂ ଟେନସି ରହିଛି।

ଦକ୍ଷିଣ ଆମେରିକାରେ ଭୟଙ୍କର ଝଡ, ଗଲାଣି 30ରୁ ଉର୍ଦ୍ଧ୍ବ ଜୀବନ

ମିସିସିପି ଜରୁରୀକାଳୀନ ପରିଚାଳନା ଏଜେନ୍ସି ସୋମବାର କହିଛି ଯେ ଏଠାରେ ଅତି କମରେ 11 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦକ୍ଷିଣ କାରୋଲିନାରେ ମୃତ୍ୟୁ ସଂଖ୍ୟା ନଅ ଜଣ ଏବଂ ଜର୍ଜିଆରେ 7 ରହିଛି ।

ଏଥିସହ ଉତ୍ତର କାରୋଲିନା, ଟେନେସି ଏବଂ ଆରକାନାସରେ ଅତି କମରେ ଜଣଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟ ରହିଛଇ ।

ପାୱାରଆଉଟେଜ ଡଟ.ଅନୁଯାୟୀ, ଏକ ଲକ୍ଷରୁ ଅଧିକ ଘର ଏବଂ ବ୍ୟବସାୟ ପ୍ରତିଷ୍ଠାନରେ ବିଦ୍ୟୁତ ଯୋଗାଣ ଠପ ହୋଇଛି ।ଏହି ଝଡରେ ଜୀବନ ଏବଂ ସମ୍ପତ୍ତିରେ ଅନେକ କ୍ଷତି ଘଟାଇଛି |

@IANSଇନପୁଟ

ABOUT THE AUTHOR

...view details