ୱାଶିଂଟନ: ଅନ୍ତରାଷ୍ଟ୍ରୀୟ ରୋବର୍ଟ ଷ୍ଟେସନ ବାହାରେ ନିର୍ମାଣ ହେବ ‘ରୋବର୍ଟ ହୋଟେଲ’। ମହତ୍ତ୍ବପୂର୍ଣ୍ଣ ରୋବଟିକ ଉପକରଣ ଷ୍ଟୋରେଜ ଏହା ନିର୍ମାଣ କରାଯିବ । ବୁଧବାର 19ତମ ସ୍ପେଶ ଏକ୍ସ ମିଶନରେ ଏହି ନୂତନ ପ୍ରକଳ୍ପ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି ।
ଅନ୍ତରାଷ୍ଟ୍ରୀୟ ସ୍ପେସ ଷ୍ଟେସନ ବାହାରେ ‘ରୋବର୍ଟ ହୋଟେଲ’ - robot hotel
ଅନ୍ତରାଷ୍ଟ୍ରୀୟ ସ୍ପେଶ ଷ୍ଟେସନ ବାହାରେ ହେବ ‘ରୋବର୍ଟ ହୋଟେଲ’ । ଏହି ରୋବର୍ଟ ହୋଟେଲ ନାସା ପାଇଁ ଖୁବ ଉପକାରୀ ହେବ ବୋଲି ଆଶା ରହିଛି । ଆଗକୁ ପଢନ୍ତୁ..
‘ରୋବଟ ହୋଟେଲ’
ଏହାର ଥର୍ମାଲ ପ୍ରଣାଳୀ ଉପକରଣ ପାଇଁ ତାପମାନ ଧରି ରଖିଥାଏ । ନାସାର ସୂଚନା ଅନୁସାରେ, ହାଉସିଂ ୟୁନିଟ ବନାଇବା ଫଳରେ ଷ୍ଟେସନର ରୋବୋଟିକ ଆର୍ମ,ଡେକ୍ସଟରକୁ ଖୋଜିବା ସହଜ ହେବ ।ଏହି ରୋବର୍ଟ ହୋଟେଲ ନାସା ପାଇଁ ଖୁବ ଉପକାରୀ ହେବ ବୋଲି ଆଶା ରହିଛି ।