ଓଡିଶା

odisha

ETV Bharat / international

ଶକ୍ତିଶାଳୀ ରାଷ୍ଟ୍ରର କୋରୋନା ନିୟନ୍ତ୍ରଣ କରିବେ ଭାରତୀୟ ବଂଶୋଭବ

ଆମେରିକାରେ କୋରୋନା ସ୍ପେଶାଲ ଟ୍ୟାକ୍ସ ଫୋର୍ସ ଟିମ୍‌ର ସଦସ୍ୟ ଭାବେ ନିଯୁକ୍ତି ପାଇଲେ ଭାରତୀୟ ବଂଶୋଭବ ସୀମା ବର୍ମା । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

By

Published : Mar 3, 2020, 2:33 PM IST

Seema Verma named key member of Trump''s COVID-19 task force
ଶକ୍ତିଶାଳୀ ରାଷ୍ଟ୍ରର କୋରୋନା ନିୟନ୍ତ୍ରଣ କରିବେ ଭାରତୀୟ ବଂଶୋଭବ

ୱାଶିଂଟନ: ଭାରତୀୟ ବଂଶୋଭବ ସୀମା ବର୍ମାଙ୍କୁ ଆମେରିକାରେ ଗୁରୁଦାୟିତ୍ବ ଦେଇଛନ୍ତି ଟ୍ରମ୍ପ ସରକାର । କୋରୋନା ଭାଇରସ ଟ୍ୟାକ୍ସ ଫୋର୍ସ ଟିମର ସଦସ୍ୟ ଭାବେ ତାଙ୍କୁ ନିଯୁକ୍ତ କରାଯାଇଛି । ଏନେଇ ବିଧିବଦ୍ଧ ସୂଚନା ଦେଇଛନ୍ତି ଆମେରିକା ଉପରାଷ୍ଟ୍ରପତି ମାଇକ ପେନ୍ସ ।

ଆମେରିକାରେ କୋକୁଆ ଭୟ ସୃଷ୍ଟି କରିଛି କୋରୋନା ଭାଇରସ । ବର୍ତ୍ତମାନ ସୁଦ୍ଧା 6ଜଣ ପ୍ରାଣ ହରାଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଲାଣି 100 । ଅନ୍ୟପଟେ ସୀମା ଦାୟିତ୍ବ ନେବା କ୍ଷଣି କାମରେ ଲାଗିପଡିଛନ୍ତି । ତେବେ ପୂର୍ବରୁ ଆମେରିକାରେ ସ୍ବାସ୍ଥ୍ୟ କ୍ଷେତ୍ରରେ ବହୁ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ସୀମା । ସେ ସେଣ୍ଟର ଫର୍ ମେଡିକେୟାର ଆଣ୍ଡ ମେଡିକେଡ ସର୍ଭିସେସ୍ (CMS)ର ସଚିବ ଭାବେ କାର୍ଯ୍ୟ କରିଛନ୍ତି ।

@IANS

ABOUT THE AUTHOR

...view details