ୱାଶିଂଟନ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ସଂସଦର ନିମ୍ନ ଗୃହରେ ଚାଲିଥିବା ମହାଭିଯୋଗର କାର୍ଯ୍ୟବାହୀକୁ ଉପର ଗୃହ ସିନେଟ ପଠାଇବା ସପକ୍ଷରେ ସାଂସଦମାନେ ଭୋଟ ଦେଇଛନ୍ତି ।
ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ - impeachment in the senate against us president
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ସଂସଦର ନିମ୍ନ ଗୃହରେ ଚାଲିଥିବା ମହାଭିଯୋଗର କାର୍ଯ୍ୟବାହୀକୁ ଉପର ଗୃହ ସିନେଟ ପଠାଇବା ସପକ୍ଷରେ ସାଂସଦମାନେ ଭୋଟ ଦେଇଛନ୍ତି । ଅଧିକ ପଢନ୍ତୁ...

ଫାଇଲ ଫଟୋ
କ୍ଷମତାର ଦୁରୂପଯୋଗ ଓ ସଂସଦର କାମରେ ବାଧା ସୃଷ୍ଟି କରୁଥିବା ଅଭିଯୋଗରେ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ଏବେ ସିନେଟରେ ଚାଲିବ । ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗର କାର୍ଯ୍ୟବାହୀ ସିନେଟରେ ଚଳାଇବା ସପକ୍ଷରେ ୨୨୮ ଜଣ ସାଂସଦ ଓ ବିରୋଧରେ ୧୯୩ ଜଣ ସାଂସଦ ଭୋଟ ଦେଇଛନ୍ତି ।