ଓଡିଶା

odisha

ETV Bharat / international

ଜେନେ ସ୍କାଲିଆ ଆମେରିକାର ପରବର୍ତ୍ତୀ ଶ୍ରମ ସଚିବ

ୟୁଜେନେ ଜେନେ ସ୍କାଲିଆ ଆମେରିକାର ପରବର୍ତ୍ତୀ ଶ୍ରମ ସଚିବ ଭାବରେ ନିଯୁକ୍ତି ପାଇବେ ।

By

Published : Jul 19, 2019, 6:12 PM IST

ଫାଇଲ ଫଟୋ


ୱାଶିଂଟନ: ୟୁଜେନେ ଜେନେ ସ୍କାଲିଆ ଆମେରିକାର ପରବର୍ତ୍ତୀ ଶ୍ରମ ସଚିବ ଭାବରେ ନିଯୁକ୍ତି ପାଇବେ । ଏନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ଟ୍ବିଟରରେ ଉଲ୍ଲେଖ କରିଛନ୍ତି ।

ଫଟୋ ସୌଜନ୍ୟ: ଟ୍ବିଟର/ଡୋନାଲ୍ଡ ଟ୍ରମ୍ପ

ଜେନେ ଉଭୟ ଆଇନ ଓ ଶ୍ରମ କ୍ଷେତ୍ରରେ ବେଶ୍‌ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ସେ ତାଙ୍କ ପ୍ରଶାସନର ଜଣେ ଶ୍ରେଷ୍ଠ ସଦସ୍ୟ ହୋଇପାରିବେ ବୋଲି ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି।

For All Latest Updates

ABOUT THE AUTHOR

...view details