କାବୁଲ: ଆତ୍ମଘାତୀ ବିସ୍ପୋରଣରେ ଦୋହଲିଲା କାବୁଲ । ଆଫଗାନ ସୁଫିଆ ଏଜେନ୍ସି ମୁଖ୍ୟାଳୟ ନିକଟରେ ଘଟିଛି ଏହି ବିସ୍ଫୋରଣ ।
କାବୁଲରେ ଆତ୍ମଘାତୀ ବିସ୍ଫୋରଣ, ଲୋକେ ସୁରକ୍ଷିତ - ଆତ୍ମଘାତୀ ବିସ୍ଫୋରଣ
କାବୁଲରେ ଆତ୍ମଘାତୀ ବିସ୍ଫୋରଣ । ଆଫଗାନ ସୁଫିଆ ଏଜେନ୍ସି ମୁଖ୍ୟାଳୟ ନିକଟରେ ହୋଇଛି ।
![କାବୁଲରେ ଆତ୍ମଘାତୀ ବିସ୍ଫୋରଣ, ଲୋକେ ସୁରକ୍ଷିତ](https://etvbharatimages.akamaized.net/etvbharat/prod-images/768-512-4342700-thumbnail-3x2-exploision.jpg)
ଫାଇଲ ଫଟୋ
ଅନ୍ତରୀଣ ମନ୍ତ୍ରଣାଳୟର ପ୍ରବକ୍ତା ନସରତ ରହିମିଙ୍କ ଅନୁସାରେ, ପୋଲିସ ଜିଲ୍ଲା 9ର ଶଶଦାରକ ଅଞ୍ଚଳରେ ସକାଳ 10.10 ମିନିଟରେ ଘଟିଛି ଏହି ଦୁର୍ଘଟଣା ।
ଏଥିରେ 12ଟି ଗାଡି ସଂପୂର୍ଣ୍ଣ ଧ୍ବଂସ ହୋଇଥିବାବେଳେ ଲୋକେ ସୁରକ୍ଷିତ ଥିବା ଜଣାପଡିଛି । ଏହି ବିସ୍ଫୋରଣରେ ନିଜକୁ ଦାୟୀ କରିଛି ତାଲିବାନ ।