ଓଡିଶା

odisha

ETV Bharat / international

ଆମେରିକା କଂଗ୍ରେସର ଜର୍ଜ ଫ୍ଲୋଏଡଙ୍କୁ ଶ୍ରଦ୍ଧାଞ୍ଜଳି - ଆମେରିକା କଂଗ୍ରେସର ଜର୍ଜ ଫ୍ଲଏଡଙ୍କୁ ଶ୍ରଦ୍ଧାଞ୍ଜଳି

ଆମେରିକା କଂଗ୍ରେସ ଜର୍ଜ ଫ୍ଲୋଏଡଙ୍କୁ ସୋମବାର ନୀରବ ଶ୍ରଦ୍ଧାଞ୍ଜଳି ଜଣାଇଛି। ଆଇନ ଶୃଙ୍ଖଳାର କଡା ଆଭିମୁଖ୍ୟ ଦ୍ଵାରା ଆଫ୍ରିକୀୟ ଆମେରିକୀୟଙ୍କ ହତ୍ୟାକୁ ଦୃଷ୍ଟିରେ ରଖି ପୋଲିସ୍ ସଂସ୍କାରର ଏକ ପ୍ୟାକେଜ୍ ମଧ୍ୟ ଉନ୍ମୋଚନ କରାଯାଇଛି।

ଆମେରିକା କଂଗ୍ରେସର ଜର୍ଜ ଫ୍ଲଏଡଙ୍କୁ ଶ୍ରଦ୍ଧାଞ୍ଜଳି
ଆମେରିକା କଂଗ୍ରେସର ଜର୍ଜ ଫ୍ଲଏଡଙ୍କୁ ଶ୍ରଦ୍ଧାଞ୍ଜଳି

By

Published : Jun 10, 2020, 12:06 AM IST

ୱାଶିଂଟନ: ଆମେରିକା କଂଗ୍ରେସ ଜର୍ଜ ଫ୍ଲୋଏଡଙ୍କୁ ସୋମବାର ଶ୍ରଦ୍ଧାଞ୍ଜଳି ଜଣାଇଛି । ଆଇନ ଶୃଙ୍ଖଳାର କଡା ଆଭିମୁଖ୍ୟ ଦ୍ଵାରା ଆଫ୍ରିକୀୟ ଆମେରିକୀୟଙ୍କ ହତ୍ୟାକୁ ଦୃଷ୍ଟିରେ ରଖି ପୋଲିସ୍ ସଂସ୍କାରର ଏକ ପ୍ୟାକେଜ୍ ମଧ୍ୟ ଉନ୍ମୋଚନ କରାଯାଇଛି।

ଗୃହ ବାଚସ୍ପତି ନାନସୀ ପେଲୋସି ଏବଂ ସିନେଟର ସଂଖ୍ୟାଲଘୁ ନେତା ଚକ୍ ଶୁମରଙ୍କ ସମେତ ପ୍ରତିଷ୍ଠିତ ନେତାମାନେ ଏଥିରେ ଯୋଗ ଦେଇଥିଲେ। କଂଗ୍ରେସର ମୁକ୍ତି ହଲରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା।

ସେମାନେ ଆଠ ମିନିଟ 46 ସେକେଣ୍ଡ ପାଇଁ ଆଣ୍ଠୁମାଡି ଵସି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଜଣେ ଶ୍ବେତାଙ୍ଗ ପୋଲିସ ଅଧିକାରୀଙ୍କ ଆକ୍ରମଣରେ 46 ବର୍ଷିୟ ଫ୍ଲୋଏଡଙ୍କ ମୃତ୍ୟୁ ଘଟିଥିଲା ।

For All Latest Updates

ABOUT THE AUTHOR

...view details