ନୂଆଦିଲ୍ଲୀ: କୋରୋନା କବଳରେ କାନାଡା ପ୍ରଧାନମନ୍ତ୍ରୀଙ୍କ ପତ୍ନୀ । କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ପତ୍ନୀଙ୍କ ରକ୍ତନମୂନା କୋରୋନା ପଜିଟିଭ୍ ଆସିଛି । ୟୁକେରୁ ଫେରିବା ପରେ ଅସୁସ୍ଥ ଥିଲେ ପ୍ରଧାନମନ୍ତ୍ରୀଙ୍କ ପତ୍ନୀ ।
କୋରୋନାରେ ଆକ୍ରାନ୍ତ କାନାଡା ପ୍ରଧାନମନ୍ତ୍ରୀଙ୍କ ପତ୍ନୀ
କାନାଡା ପ୍ରଧାନମନ୍ତ୍ରୀଙ୍କ ପତ୍ନୀ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ରକ୍ତନମୂନା ପରୀକ୍ଷା ପରେ ତାଙ୍କଠାରେ କୋରୋନା ପଜିଟିଭ ଆସିଥିବା ଜଣାପଡିଛି ।
କାନାଡା ପ୍ରଧାନମନ୍ତ୍ରୀଙ୍କ ପତ୍ନୀଙ୍କୁ କୋରୋନା
ତାଙ୍କର ରକ୍ତନମୂନା ପରୀକ୍ଷା କରାଯିବା ପରେ ସେ କୋରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛନ୍ତି । ସେପଟେ ପତ୍ନୀ ଅସୁସ୍ଥ ଅନୁଭବ କରିବା ଦିନଠୁ ଲୋକଙ୍କଠୁ ନିଜକୁ ଓ ନିଜ ପତ୍ନୀଙ୍କୁ ଦୂରେଇ ରଖିଛନ୍ତି କାନାଡା ପ୍ରଧାନମନ୍ତ୍ରୀ ।
@ANI