ଓଡିଶା

odisha

By

Published : Jun 12, 2020, 9:41 AM IST

ETV Bharat / international

କୃଷ୍ଣକାୟ ପ୍ରତିବାଦରେ ସାମିଲ ଲୋକଙ୍କୁ ନ୍ୟୁୟର୍କ ଗୁରୁଦ୍ବାରାରେ ଲଙ୍ଗର

କୃଷ୍ଣକାୟ ପ୍ରତିବାଦରେ ସାମିଲ ଲୋକଙ୍କୁ ନ୍ୟୁୟର୍କ ଗୁରୁଦ୍ବାରାରେ ଲଙ୍ଗର । ଗତ ଦୁଇ ମାସ ଭିତରେ ଏମାନେ ପ୍ରାୟ 1,45,000 ମିଲ ଦେଇ ସାରିଲେଣି । ଅଧିକ ପଢନ୍ତୁ..

କୃଷ୍ଣକାୟ ପ୍ରତିବାଦରେ ସାମିଲ ଲୋକଙ୍କୁ ନ୍ୟୁୟର୍କ ଗୁରୁଦ୍ବାରାରେ ଲଙ୍ଗର
କୃଷ୍ଣକାୟ ପ୍ରତିବାଦରେ ସାମିଲ ଲୋକଙ୍କୁ ନ୍ୟୁୟର୍କ ଗୁରୁଦ୍ବାରାରେ ଲଙ୍ଗର

ନ୍ୟୁୟର୍କ: ଜର୍ଜ ଫ୍ଲୋଏଡଙ୍କ ମୃତ୍ୟୁ ନେଇ ପ୍ରତିବାଦ କରୁଥିବା ବ୍ୟକ୍ତିଙ୍କୁ ଖାଦ୍ୟ ପରସିଲେ କଲକିଧର ଟ୍ରଷ୍ଟ । ନ୍ୟୁୟର୍କରେ ଥିବା କ୍ବିନ ଭିଲେଜରେ ଥିବା ଏହି ଗୁରୁଦ୍ବାରାରେ ଲଙ୍ଗର ଦିଆଯାଇଛି । ଲଙ୍ଗର ସେବା ନାମରେ ସୋସିଆଲ ମିଡ଼ିଆ ପେଜରେ ଲକଗିଧର ଟ୍ରଷ୍ଟ-ବରୁ ସାହେବ ସେୟାର କରିଛି ଫଟୋ ।

ସମାଜର ସୁଚିନ୍ତା କରିବା ପାଇଁ କିଛି ଲୋକ ନିଜ ଜୀବନକୁ ବିପଦରେ ପକାଇ ସେମାନେ କାମ କରୁଛନ୍ତି । ଶୀଖ ସଂପ୍ରଦାୟର ପ୍ରମୁଖ ସେବା ହେଉଛି ଲଙ୍ଗର ସେବା । ଶିଖ ଭଲ୍ୟୁଣ୍ଟିଅର ମାନେ ପ୍ରାୟ କ୍ବିନ ଭିଲେଜର 500 ଲୋକଙ୍କୁ ଖାଦ୍ୟ ଏବଂ 1ହଜାର ପାଣି, ସୋଡା କ୍ୟାନ ଦେଇଛନ୍ତି । 30 ଜଣ ରୋଷେୟା ଏକାଠି ରହି ଏହି ସମସ୍ତଖାଦ୍ୟ ରାନ୍ଧୁଛନ୍ତି । ଗତ ଦୁଇ ମାସ ଭିତରେ ଏମାନେ ପ୍ରାୟ 1,45,000 ମିଲ ଦେଇ ସାରିଲେଣି ।

For All Latest Updates

ABOUT THE AUTHOR

...view details