ମେସ୍କିକୋ ସିଟି: ମେକ୍ସିକୋରେ ଭୂମିକମ୍ଫ । ମେସ୍କିକୋର ରିଜୋ ଦେ ଓରାରେ ଶନିବାର ରାତ୍ର ସମୟରେ ଭୂମିକମ୍ଫ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 5.4 ରେକର୍ଡ କରାଯାଇଛି । ଆମେରିକା ଭୂତତ୍ତ୍ବ ସର୍ଭେ ପକ୍ଷରୁ ଏନେଇ ସୂଚନା ମିଳିଛି ।
ମେକ୍ସିକୋରେ ଭୂମିକମ୍ଫ, 5.4 ତୀବ୍ରତା ରେକର୍ଡ - ଭୂମିକମ୍ଫ
ମେକ୍ସିକୋର ରିଜୋ ଦେ ଓରାରେ ଭୂମିକମ୍ଫ । ରିକ୍ଟର ସ୍କେଲରେ ଭୂମିକମ୍ଫର ତୀବ୍ରତା 5.4 ରେକର୍ଡ । ଅଧିକ ପଢନ୍ତୁ...
ମେସ୍କିକୋରେ ଭୂମିକମ୍ଫ, 5.4 ତୀବ୍ରତା ରେକର୍ଡ
ଏହି ଭୂମିକମ୍ଫ ଯୋଗୁଁ କୌଣସି କ୍ଷୟକ୍ଷତି ହୋଇଥିବା ନେଇ କିଛି ସ୍ପଷ୍ଟ ହୋଇନାହିଁ ।
@ANI