ଟେକ୍ସାସ: ଆମେରିକାର ଟେକ୍ସାସ ୟୁନିଭର୍ସିଟିରେ ସୋମବାର ଗୁଳିକାଣ୍ଡ ଘଟିଛି । ଏଥିରେ 2 ଜଣ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ 2 ଜଣ ମହିଳା ରହିଥିବାବେଳେ ଆହତ ଜଣକ ଶିଶୁ ରହିଛନ୍ତି ।
ଟେକ୍ସାସ ୟୁନିଭର୍ସିଟିରେ ଗୁଳିକାଣ୍ଡ, 2 ମୃତ - Texas university
ଆମେରିକାର ଟେକ୍ସାସ ୟୁନିଭର୍ସିଟିରେ ସୋମବାର ଗୁଳିକାଣ୍ଡ ଘଟି 2 ଜଣ ଲୋକଙ୍କ ମୃତ୍ୟୁ ହୋଇଛି ।
![ଟେକ୍ସାସ ୟୁନିଭର୍ସିଟିରେ ଗୁଳିକାଣ୍ଡ, 2 ମୃତ 2 killed, 1 injured in Texas university shooting](https://etvbharatimages.akamaized.net/etvbharat/prod-images/768-512-5948349-thumbnail-3x2-fire.jpg)
ଟେକ୍ସାସ ୟୁନିଭର୍ସିଟିରେ ଗୁଳିକାଣ୍ଡ, 2 ମୃତ
ଏହି ଗୁଳିକାଣ୍ଡ ୟୁନିଭର୍ସିଟିର ଆପ୍ଲାଏଡ ଓ ମ୍ୟାଥମେଟିକାଲ କମର୍ସ କ୍ୟାମ୍ପସରେ ସଂଘଟିତ ହୋଇଛି । ତେବେ ଗୁଳିକାଣ୍ଡର କାରଣ ଜଣାପଡିନାହିଁ ।