ଓଡିଶା

odisha

ETV Bharat / international

ରାସ୍ତାରେ ବୁଲୁଛନ୍ତି ପେଙ୍ଗୁଇନ, ଫଟୋ ଭାଇରାଲ - Cape Town street

ରାସ୍ତାରେ ବୁଲୁଛନ୍ତି ପେଙ୍ଗୁଇନ । ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଫଟୋ । ଅଧିକ ପଢନ୍ତୁ...

Video of penguins roaming freely on Cape Town street
ରାସ୍ତାରେ ବୁଲୁଛନ୍ତି ପେଙ୍ଗୁଇନ

By

Published : Apr 20, 2020, 6:43 AM IST

କେପ ଟାଉନ: କୋରୋନା ଭାଇରସର ବିସ୍ତାରକୁ ନେଇ ଚିନ୍ତାରେ ସାରା ବିଶ୍ବ। ସେ ନେଇ ଲକ ଡାଉନ ରହିଛି କିଛି ଦେଶ । ତେବେ ସାଉଥ ଆଫ୍ରିକାର ପ୍ରାୟ ଅଞ୍ଚଳ ସରକାରୀ ନିର୍ଦ୍ଦେଶ ଅନୁସାରେ ଲକ ଡାଉନ ରହିଛି ।

ଏହି ସମୟରେ ଘର ଭିତରେ ମଣିଷ ରହୁଥିବା ବେଳେ ରାସ୍ତାରେ ବୁଲୁଛନ୍ତି ପେଙ୍ଗୁଇନ। ପୂର୍ବରୁ ଆମେ ନୀଳଗାଈ ଏବଂ ହରିଣର ରାସ୍ତାରେ ବୁଲୁଥିବାର ଭିଡିଓ ଦେଖିଥିଲେ । ବର୍ତ୍ତମାନ କେପଟାଉନ୍ ରାସ୍ତାରେ ପେଙ୍ଗୁଇନ୍ ଦଳ ଦଳ ହୋଇ ଆରାମରେ ବୁଲୁଥିବାର ଏକ ଭିଡିଓ ଭାଇରାଲ୍ ହୋଇଛି ।

ରାସ୍ତାରେ ବୁଲୁଛନ୍ତି ପେଙ୍ଗୁଇନ

ଆଇଏଫଏସ ସୁଶାନ୍ତ ନନ୍ଦ ଏପରି କିଛି ଭି଼ଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଯାହା ବର୍ତ୍ତମାନ ଟ୍ରେଣ୍ଡ କରୁଛି । ତିନୋଟି ପେଙ୍ଗୁଇନ ରାସ୍ତା ପାର କରୁଥିବାର ସୁନ୍ଦର ଦୃଶ୍ୟ 27 ସେକେଣ୍ଡ ଭିଡିଓରେ ରହିଛି।

ABOUT THE AUTHOR

...view details