ହାଇଦ୍ରାବାଦ: ଚଳଚ୍ଚିତ୍ର ପୁରସ୍କାର ମଧ୍ୟରେ ଫିଲ୍ମଫେୟାର ଆୱାର୍ଡ ଶୋ' ଅନ୍ୟତମ । ବର୍ତ୍ତମାନ ୬୯ତମ ଫିଲ୍ମଫେୟାର ଆୱାର୍ଡ ଶୋ' ଆୟୋଜିତ ହେବାକୁ ଯାଉଛି । ଗୁଜୁରାଟ ଗାନ୍ଧୀନଗରରେ ଜାନୁଆରୀ ୨୮, ୨୦୨୪ରେ ଏହି ଆୱାର୍ଡ ଶୋ' ଅନୁଷ୍ଠିତ ହେବ । ୬୯ତମ ଚଳଚ୍ଚିତ୍ର ପୁରସ୍କାର ପାଇଁ ନାମାଙ୍କନ ତାଲିକା ପ୍ରକାଶ ପାଇଛି । ଏଥିରେ ଅନେକ ଲୋକପ୍ରିୟ ଫିଲ୍ମର ନାଁ ସାମିଲ ହୋଇଛି । ୧୯ଟି ବର୍ଗରେ ଆନିମଲ ମନୋନୀତ ହୋଇଥିବା ବେଳେ ବିକ୍ରାନ୍ତ ମାସିଙ୍କ ଫିଲ୍ମ 12th ଫେଲ୍ ଅନେକ ବର୍ଗରେ ମନୋନୀତ ହୋଇଛି । ଏଥିସହ ଶ୍ରେଷ୍ଠ ଅଭିନେତା ଭାବେ ଡଙ୍କି ଏବଂ ଜବାନ ପାଇଁ ଶାହାରୁଖ ଖାନ ମନୋନୀତ ହୋଇଛନ୍ତି ।
ନାମାଙ୍କନର ସମ୍ପୂର୍ଣ୍ଣ ତାଲିକା
- ଶ୍ରେଷ୍ଠ ଫିଲ୍ମ
12th ଫେଲ୍
ଆନିମଲ
ଜବାନ
ଓଏମଜି-୨
ପଠାନ
ରକି ଔର ରାନୀ କି ପ୍ରେମ କାହାନୀ
- ଶ୍ରେଷ୍ଠ ନିର୍ଦ୍ଦେଶକ
ଅମିତ ରୟ (ଓଏମଜି ୨)
ଅଟଲି (ଜବାନ)
କରଣ ଜୋହର (ରକି ଔର ରାନୀ କି ପ୍ରେମ କାହାନୀ)
ସନ୍ଦୀପ ରେଡି ଭଙ୍ଗା (ଆନିମଲ)
ସିଦ୍ଧାର୍ଥ ଆନନ୍ଦ (ପଠାନ)
ବିଧୁ ବିନୋଦ ଚୋପ୍ରା (12th ଫେଲ୍)
- ଶ୍ରେଷ୍ଠ ଫିଲ୍ମ କ୍ରିଟିକ୍ସ
12th ଫେଲ୍ (ବିଧୁ ବିନୋଦ ଚୋପ୍ରା)
ଭିଡ (ଅନୁଭବ ସିହ୍ନା)
ଫରାଜ (ହଂସଲ ମେହତା)
ଜୋରମ (ଦେବାଶିଷ ମଖିଜା)
ସାମ ବାହାଦୂର (ମେଘନା ଗୁଲଜାର)
ଥ୍ରୀ ଅଫ ଅଜ (ଅଭିନାଶ ଅରୁଣ ଧାୱରେ)
ଜ୍ବିଗାଟୋ (ନନ୍ଦିତା ଦାସ)
- ଶ୍ରେଷ୍ଠ ଅଭିନେତା(ଲିଡ୍ ରୋଲ୍)
ରଣବୀର କପୁର (ଆନିମଲ)
ରଣଭୀର ସିଂ (ରକି ଔର ରାନୀ କି ପ୍ରେମ କାହାନୀ)
ଶାହାରୁଖ ଖାନ (ଡଙ୍କି, ଜବାନ)
ସନ୍ନି ଦେଓଲ (ଗଦର ୨)
ବିକି କୌଶଲ (ସାମ ବାହାଦୂର)
- ଶ୍ରେଷ୍ଠ ଅଭିନେତା କ୍ରିଟିକ୍ସ
ଅଭିଷେକ ବଚ୍ଚନ (ଘୁମର)
ଜୟଦୀପ ଆବହ୍ଲାୱତ (ଥ୍ରୀ ଅଫ ଅଜ)
ମନୋଜ ବାଜପେୟୀ (ଜୋରମ)
ପଙ୍କଜ ତ୍ରିପାଠୀ (ଓଏମଜି-୨)
ରାଜକୁମାର ରାଓ (ଭିଡ଼)
ବିକି କୌଶଲ (ସାମ ବାହାଦୂର)
ବିକ୍ରାନ୍ତ ମାସି (12th ଫେଲ)
- ଶ୍ରେଷ୍ଠ ଅଭିନେତ୍ରୀ (ଲିଡ୍ ରୋଲ୍)
ଆଲିଆ ଭଟ୍ଟ (ରକି ଔର ରାନୀ କି ପ୍ରେମ କାହାନୀ)
ଭୂମି ପେଡନେକର (ଥ୍ୟାଙ୍କ ୟୁ ଫର କମିଂ)
ଦୀପିକା ପାଦୁକୋନ (ପଠାନ)
କିଆରା ଆଡଭାନୀ (ସତ୍ୟପ୍ରେମ କି କଥା)
ରାନୀ ମୁଖାର୍ଜୀ (ମିସେସ.ଚାଟାର୍ଜୀ ଭର୍ସେସ ନରୱେ)
ତାପସୀ ପନ୍ନୁ (ଡଙ୍କି)
- ଶ୍ରେଷ୍ଠ ଅଭିନେତ୍ରୀ କ୍ରିଟିକ୍ସ
ଦୀପ୍ତି ନାବାଲ (ଗ୍ଲୋଡଫିସ୍)
ଫାତିମା ସନା ଶେଖ (ଧକ୍ ଧକ୍)
ରାନୀ ମୁଖାର୍ଜୀ (ମିସେସ.ଚାଟାର୍ଜୀ ଭର୍ସେସ ନରୱେ)
ସାୟିମା ଖେର (ଘୁମର)
ସାହାନା ଗୌସ୍ବାମୀ (ଜ୍ବିଗାଟୋ)
ଶେଫାଲି ଶାହା (ଥ୍ରୀ ଅଫ ଅଜ)
- ଶ୍ରେଷ୍ଠ ସହ-ଅଭିନେତା
ଆଦିତ୍ୟ ପାୱାଲ (ଫରାଜ)
ଅନୀଲ କପୁର (ଆନିମଲ)
ବବି ଦେଓଲ (ଆନିମଲ)
ଇମ୍ରାନ ହାଶମୀ (ଟାଇଗର ୩)
ଟୋଟା ରୟ ଚୌଧୁରୀ (ରକି ଔର ରାନୀ କି ପ୍ରେମ କାହାନୀ)
ବିକି କୌଶଲ (ଡଙ୍କି)
- ଶ୍ରେଷ୍ଠ ସହ-ଅଭିନେତ୍ରୀ
ଜୟା ବଚ୍ଚନ (ରକି ଔର ରାନୀ କି ପ୍ରେମ କାହାନୀ)
ରତ୍ନା ପାଠକ ଶାହା (ଧକ୍ ଧକ୍)
ଶବନା ଆଜମୀ (ଘୁମର, ରକି ଔର ରାନୀ କି ପ୍ରେମ କାହାନୀ)
ତ୍ରିପ୍ତୀ ଡିମ୍ରି (ଆନିମଲ)
ୟାମି ଗୌତମ (ଓଏମଜି ୨)
- ଶ୍ରେଷ୍ଠ ଲିରିକ୍ସ
ଅମିତାଭ ଭଟ୍ଟାଚାର୍ଯ୍ୟ (ତେରେ ବାସତେ-ଜରା ଦଟକେ ଜରା ବଚକେ)
ଅମିତାଭ ଭଟ୍ଟାଚାର୍ଯ୍ୟ (ତୁମ କ୍ୟା ମିଲେ- ରକି ଔର ରାନୀ କି ପ୍ରେମ କାହାନୀ), ଗୁଲଜାର (ଇତନି ସି ବାତ-ସାମ ବାହାଦୁର)
ଜାଭେଦ ଅଖତର (ନିକଲେ ଥେ କଭି ହମ ଘର ସେ- ଡଙ୍କି)
କୁମାର (ଚଲେୟା-ଜବାନ)
ସିଦ୍ଧାର୍ଥ-ଗାରିମା (ସତରଙ୍ଗା-ଆନିମଲ)
ସ୍ବାନନ୍ଦ କିରକ୍ରିରେ ଏବଂ ଆଇପି ସିଂ (ଲୁଟ ପୁର ଗୟା- ଡଙ୍କି)
- ଶ୍ରେଷ୍ଠ ମ୍ୟୁଜିକ ଆଲବମ
ଆନିମଲ (ପ୍ରୀତମ, ବିଶାଲ ମିଶ୍ର, ମନ ଭରଦ୍ବାଜ, ଶ୍ରେୟସ ପୁରାଣିକ, ଜାନି, ଭୁପିନ୍ଦର ବାବବଲ, ଆଶିମ କେମସନ, ହର୍ଷବର୍ଦ୍ଦନ ରମେଶ୍ବର, ଗୁରିନ୍ଦର ସେଗଲ)
ଡଙ୍କି (ପ୍ରୀତମ୍)
ଜବାନ (ଅନିରୁଦ୍ଧ ରବିଚାନ୍ଦ)
ପଠାନ (ବିଶାଲ ଏବଂ ଶେଖର)
ରକି ଔର ରାନୀ କି ପ୍ରେମ କାହାନା (ପ୍ରୀତମ୍)
ତୁ ଝୁଟି ମେଁ ମକ୍କାର (ପ୍ରୀତମ୍)
ଜରା ହଟକେ ଜରା ବଚକେ (ସଚିନ୍- ଜିଗର)
- ଶ୍ରେଷ୍ଠ ପ୍ଲେବେକ୍ ଗାୟକ
ଅରିଜିତ ସିଂ (ଲୁଟ୍ ପୁଟ୍ ଗୟା- ଡଙ୍କି)
ଅରିଜିତ ସିଂ (ସତ୍ୟରଙ୍ଗା- ଆନିମଲ)
ଭୁପିନ୍ଦର ବାବଲ (ଅର୍ଜୁନ ଭେଲି- ଆନିମଲ)
ସହିଦ ମାଲ୍ୟା (କୁଡମଇ- ରକି ଔର ରାନୀ କି ପ୍ରେମ କହାନୀ)
ସୋନୁ ନିଗମ (ନିକଲେ ଥେ କଭି ହମ୍ ଘର ସେ- ଡଙ୍କି)
ବରୁଣ ଜୈନ, ସଚିନ- ଜିଗର, ଶାଦବ ଫରିଦି, ଅଲ୍ଟାମାଶ ଫରିଦି (ତେରେ ବାସତେ ପଲକ- ଜରା ହଟକେ ଜରା ବାଚକେ)
- ଶ୍ରେଷ୍ଠ ପ୍ଲେବେକ୍ ଗାୟିକା
ଦୀପ୍ତି ସୁରେଶ (ଆରାରାରି ରାଓ- ଜବାନ)
ଜୋନିତା ଗାନ୍ଧୀ (ହେ ଫିକର- 8ଏମ ମେଟ୍ରୋ)
ଶିଳ୍ପା ରାଓ (ବେସରମ ରଙ୍ଗ- ପଠାନ)
ଶିଳ୍ପା ରାଓ (ଚଲେୟା- ଜବାନ)