ବାଲେଶ୍ବର: ଆରମ୍ଭ ହୋଇଛି ଚତୁର୍ଥ ବା ଶେଷ ପର୍ଯ୍ୟାୟ ନିର୍ବାଚନ । ଜିଲ୍ଲାର ବିଭିନ୍ନ ବୁଥରେ ଆରମ୍ଭ ହୋଇଛି ମତଦାନ । ଏନେଇ ଭୋଟରଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । ଗଣତନ୍ତ୍ରର ଏହି ମହାନ ପର୍ବରେ ସାମିଲ ହୋଇ ମତାଧିକାର ସାବ୍ୟସ୍ତ କରୁଛନ୍ତି ଭୋଟର ।
ବାଲେଶ୍ବରରେ ମତଦାନ ଆରମ୍ଭ - vote
ବାଲେଶ୍ବରର ବିଭିନ୍ନ ବୁଥରେ ଆରମ୍ଭ ହୋଇଛି ମତଦାନ । ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହୋଇ ମତାଧିକାର ସାବ୍ୟସ୍ତ କରୁଛନ୍ତି ଭୋଟର ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
ବାଲେଶ୍ବର ସଦରର 151 ନଂ ବୁଥରେ ଇଭିଏମ ତ୍ରୁଟି ନେଇ ମତଦାନରେ ବିଳମ୍ବ ହୋଇଛି । ଯେଉଁଥି ପାଇଁ ଭୋଟରଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ
Last Updated : Apr 29, 2019, 11:22 AM IST