ଓଡିଶା

odisha

ETV Bharat / elections

ଚା’ ଖଟିରେ ରାଜନୀତିର ବାସ୍ନା - tea party

ମଣ୍ଣିଂୱାଲ୍କ ସାରି ଦୋକାନ ଆଗରେ ଚା ପିଇବା ଲାଗି ଭିଡ ଜିମେ। ଚା’ ପିଉ ପିଉ ବିଭିନ୍ନ ଚର୍ଚ୍ଚା ଆରମ୍ଭ ହୁଏ। ଏପରି ଏକ ଚା’ଖଟିରେ ପହଞ୍ଚି ସେଠାରେ ଚାଲିଥିବା ଚର୍ଚ୍ଚାରେ ସାମିଲ ହୋଇଥିଲେ ଆମ ରାୟଗଡା ସମ୍ବାଦଦାତା।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

By

Published : Apr 5, 2019, 9:53 AM IST

ରାୟଗଡା: ସକାଳ ହେଲେ ମନେ ପଡେ ଚା’ କଥା। ମଣ୍ଣିଂୱାଲ୍କ ସାରି ଦୋକାନ ଆଗରେ ଚା ପିଇବା ଲାଗି ଭିଡ ଜିମେ। ଚା’ ପିଉ ପିଉ ବିଭିନ୍ନ ଚର୍ଚ୍ଚା ଆରମ୍ଭ ହୁଏ। ଏପରି ଏକ ଚା’ଖଟିରେ ପହଞ୍ଚି ସେଠାରେ ଚାଲିଥିବା ଚର୍ଚ୍ଚାରେ ସାମିଲ ହୋଇଥିଲେ ଆମ ରାୟଗଡା ସମ୍ବାଦଦାତା।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ଏବେ ନିର୍ବାଚନ ଋତୁ ଚାଲିଥିବାରୁ ଏ ଖଟିରେ ଚାଲିଥିବା ଚର୍ଚ୍ଚାରେ ରାଜନୀତି ମୁଖ୍ୟ ପ୍ରସଙ୍ଗ ରହିଥିଲା। ସେଠାରେ ଆମ ସମ୍ବାଦଦାତା ଚା’ରେ ରାଜନୀତିର ସୁଗନ୍ଧ ବାରିଥିଲେ । ତେବେ ଦେଖନ୍ତୁ କିପରି ରହିଥିଲା ଚା’ ଖଟିରେ ରାଜନୀତିର ସେଇ ଚର୍ଚ୍ଚା ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details