ଓଡିଶା

odisha

ETV Bharat / elections

ମତଦାନ କଲେ ମହେଶ୍ବର - ପୁରୀ

ମତଦାନ କଲେ ପୁରୀ ବିଧାନସଭା ବିଜେଡି ପ୍ରାର୍ଥୀ ମହେଶ୍ବର ମହାନ୍ତି । ପୁରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର 103 ନମ୍ବର ବୁଥ୍‌ରେ ମହେଶ୍ବର ନିଜ ମତଦାନ ସାବ୍ୟସ୍ତ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

By

Published : Apr 23, 2019, 11:48 AM IST

ପୁରୀ: ମତଦାନ କଲେ ପୁରୀ ବିଧାନସଭା ବିଜେଡି ପ୍ରାର୍ଥୀ ମହେଶ୍ବର ମହାନ୍ତି । ପୁରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର 103 ନମ୍ବର ବୁଥ୍‌ରେ ମହେଶ୍ବର ନିଜ ମତଦାନ ସାବ୍ୟସ୍ତ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ତେବେ ସେ ନିଜେ ଭୋଟ ଦେବା ପରେ ସମସ୍ତେ ଆସି ମତଦାନ କରିବାକୁ ଆହ୍ବାନ ମଧ୍ୟ ଦେଇଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details