ଓଡିଶା

odisha

ETV Bharat / elections

ବିଧାୟିକାଙ୍କ PSOଙ୍କୁ ମରଣାନ୍ତକ ଆକ୍ରମଣ

ଫଟୋ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

By

Published : Apr 18, 2019, 12:50 PM IST

Updated : Apr 18, 2019, 3:37 PM IST

2019-04-18 12:31:37

ବିଧାୟିକାଙ୍କ PSOଙ୍କୁ ମରଣାନ୍ତକ ଆକ୍ରମଣ

ଭିଡିଓ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

ଝାରସୁଗୁଡା: ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନର ମତଦାନ ଚାଲିଥିବା ବେଳେ ରାଜ୍ୟରେ ରାଜନୈତିକ ହିଂସା ବଢିବାରେ ଲାଗିଛି । ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ବିଧାୟିକା ରାଧାରାଣୀ ପଣ୍ଡାଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ ।

ବ୍ରଜରାଜନଗର ବିଧାନସଭା ମଣ୍ଡଳୀର ଗଙ୍ଗାନଗର ଠାରେ ଆକ୍ରମଣ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ବ୍ରଜରାଜନଗର ପୋଲିସ ପହଞ୍ଚିଛନ୍ତି । 

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Last Updated : Apr 18, 2019, 3:37 PM IST

ABOUT THE AUTHOR

...view details