ଓଡିଶା

odisha

ETV Bharat / crime

ରାଜଧାନୀରୁ ସେକ୍ସ ରାକେଟ ଠାବ, 3 ଅଟକ

By

Published : Jun 20, 2021, 1:07 PM IST

Updated : Jun 20, 2021, 2:05 PM IST

ରାଜଧାନୀରୁ ସେକ୍ସ ରାକେଟ ଠାବ, 3 ଅଟକ
ରାଜଧାନୀରୁ ସେକ୍ସ ରାକେଟ ଠାବ, 3 ଅଟକ

13:03 June 20

ରାଜଧାନୀର ଗେଷ୍ଟ ହାଉସରେ ଚାଲିଥିଲା ସେକ୍ସ କାରବାର

ଭୁବନେଶ୍ବର:ରାଜଧାନୀରେ ସେକ୍ସ ରାକେଟ ଠାବ । ଗେଷ୍ଟ ହାଉସରେ ଚାଲିଥିଲା କାରବାର । ବୁଧେଶ୍ବରୀ ଅଞ୍ଚଳରେ ହାଇପ୍ରୋଫାଇଲ ସେକ୍ସ ରାକେଟ ଠାବ ହୋଇଛି ।

ଆଜି(ରବିବାର) ଭୁବନେଶ୍ବର ସ୍ଥିତ ବୁଧେଶ୍ବରୀ ଅଞ୍ଚଳରେ ଚଢାଉ କରିଥିଲା ପୋଲିସ । ଚଢାଉରେ ଜଣେ ଯୁବତୀକୁ ଉଦ୍ଧାର କରିବା ସହ ତିନି ଜଣ ଗ୍ରାହକଙ୍କୁ ଅଟକ ରଖିଛି ପୋଲିସ । ସ୍ଥାନୀୟ ଅଞ୍ଚଳରେ ସେକ୍ସ ରାକେଟ୍ ଚାଲିଥିବା ନେଇ ବିଶ୍ବସ୍ଥ ସୂତ୍ରରୁ ଖବର ପାଇ ଲକ୍ଷ୍ମୀସାଗର ଥାନା ପୋଲିସ ଚଢାଉ କରିଥିଲା । ପରେ ଏହାର ଫର୍ଦ୍ଦାଫାସ କରିଛି ପୋଲିସ । ମାମଲାରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି ସେନେଇ ତଦନ୍ତ ଆରମ୍ଭ କରିଛି ପୋଲିସ ।


ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Jun 20, 2021, 2:05 PM IST

ABOUT THE AUTHOR

...view details