ଓଡିଶା

odisha

ETV Bharat / city

ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ, ବିଭିନ୍ନ କାର୍ଯ୍ୟକ୍ରମରେ ହେବେ ସାମିଲ - ସାମ୍ବାଦିକ ସମ୍ମିଳନୀ କରିବେ କେନ୍ଦ୍ରମନ୍ତ୍ରୀ

ଆଜି ଭୋର 5ଟା ସମୟରେ ସମ୍ବଲପୁରରେ ପହଞ୍ଚିଲେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ । ଚଳିତ ବଜେଟ ନେଇ ଆଜି ୧୧ଟି ୧୫ ମିନିଟରେ କରିବେ ସାମ୍ବାଦିକ ସମ୍ମିଳନୀ । ଅଧିକ ପଢନ୍ତୁ

ସମ୍ବଲପୁରରେ ପହଞ୍ଚିଲେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ
ସମ୍ବଲପୁରରେ ପହଞ୍ଚିଲେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ

By

Published : Feb 12, 2022, 8:39 AM IST

Updated : Feb 12, 2022, 10:00 AM IST

ସମ୍ବଲପୁର: ଜିଲ୍ଲାରେ ପହଞ୍ଚିଲେ କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳଶକ୍ତି ମନ୍ତ୍ରୀ ବିଶେଶ୍ୱର ଟୁଡୁ । ଆଜି ଭୋର 5 ଟା ସମୟରେ ସେ ଏକ ଘରୋଇ ବସରେ ସମ୍ବଲପୁର ପହଞ୍ଚିଥିଲେ । ତାଙ୍କୁ ଜିଲ୍ଲା ବିଜେପି ସଭାପତି ଗିରିଷ ପଟେଲ, ରେଙ୍ଗାଲି ବିଧାୟକ ନାଉରୀ ନାଏକ, ଯୁବ ବିଜେପି ନେତା ମାନସ ବକ୍ସି ପ୍ରମୁଖ ସ୍ବାଗତ କରିଥିଲେ।

ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ, ବିଭିନ୍ନ କାର୍ଯ୍ୟକ୍ରମରେ ହେବେ ସାମିଲ

ଆଜି ଦିନ 11 ଟା 15 ସମୟରେ ସେ ଚଳିତ ବଜେଟ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରିବେ। ଏହା ପରେ ସେ ରେଙ୍ଗାଲି ବ୍ଲକ ଲପଙ୍ଗା ଠାରେ ଦଳ ପାଇଁ ପ୍ରଚାର କରିବା ସହ ଏକ ସାଧାରଣ ସଭା କରିବେ । ଏହା ପରେ ସେ ଯୁଜୁମୁରା ଜୋନ 1ର ଡଙ୍ଗରପଡ଼ା ଓ ଘେନୁପାଲି ଠାରେ ଦଳ ପାଇଁ ପ୍ରଚାର କରିବେ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Last Updated : Feb 12, 2022, 10:00 AM IST

ABOUT THE AUTHOR

...view details