ଓଡିଶା

odisha

ETV Bharat / city

ଟିକେଟ ପାଇବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ପ୍ରାର୍ଥୀ

ବିଧାୟିକା ରାସେଶ୍ବରୀ ପାଣିଗ୍ରାହୀଙ୍କ ଉପରେ ପୁଣି ଥରେ ଭରସା କରିଛନ୍ତି ବିଜେଡି ସୁପ୍ରିମୋ। ରାସେଶ୍ବରୀଙ୍କୁ ଦେଇଛନ୍ତି ବିଜେଡି ଟିକେଟ। ଏହା ସହ ରେଢାଖୋଲ ପାଇଁ ପୁଣି ଥରେ ବିଧାୟକ ରୋହିତ ପୂଜାରୀଙ୍କୁ ଦଳ ଭରସାକୁ ନେଇଛି।

By

Published : Mar 25, 2019, 9:46 AM IST

ଡିଜାଇନ ଫଟୋ

ସମ୍ବଲପୁର: ଛିଡିଲା ବିଜେଡିର ସମ୍ବଲପୁର ଶିକୁଳି। ବିଧାୟିକା ରାସେଶ୍ବରୀ ପାଣିଗ୍ରାହୀଙ୍କ ଉପରେ ପୁଣି ଥରେ ଭରସା କରିଛନ୍ତି ଦଳର ସୁପ୍ରିମୋ। ରାସେଶ୍ବରୀଙ୍କୁ ଦେଇଛନ୍ତି ବିଜେଡି ଟିକେଟ। ଏହା ସହ ରେଢାଖୋଲ ପାଇଁ ପୁଣି ଥରେ ବିଧାୟକ ରୋହିତ ପୂଜାରୀଙ୍କୁ ଦଳ ଭରସାକୁ ନେଇଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ସମ୍ବଲପୁର ଟିକେଟ ପାଇବା ପରେ ରାସେଶ୍ବରୀ ବିଜେଡି ସୁପ୍ରିମୋଙ୍କୁ ଧନ୍ୟବାଦ ଦେବା ସହ ପୂର୍ବପରି ଲୋକଙ୍କ କାମ କରିବି ବୋଲି କହିଛନ୍ତି। ସେପଟେ ରେଢାଖୋଲ ପାଇଁ ନବୀନ ରୋହିତଙ୍କୁ ବାଛିଥିବାରୁ ସେ ମଧ୍ୟ ତାଙ୍କୁ ଧନ୍ୟବାଦ ଦେବା ସହ ରେଢାଖୋଲରେ ଚାଲିଥିବା ଉନ୍ନତୀକରଣ କାର୍ଯ୍ୟ ଜାରି ରହିବ ବୋଲି କହିଛନ୍ତି।

ସମ୍ବଲପୁରରୁ ବାଦଶାହା ଜୁଶ୍‌ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details