ଓଡିଶା

odisha

NEET PG Counselling Delay; ପ୍ରତିବାଦ କଲା ଭୀମସାର କନିଷ୍ଠ ଡାକ୍ତର ସଂଘ

By

Published : Nov 29, 2021, 8:40 PM IST

ସମ୍ବଲପୁର ବୁର୍ଲା ଭୀମସାର (Sambalpur Burla Veer Surendra Sai Institute Of Medical Sciences And Research) ମେଡିକାଲ କଲେଜର କନିଷ୍ଠ ଡାକ୍ତରୀ ସଂଘ (ଜେଡିଏ) (Junior doctors association) ଛାତ୍ରଛାତ୍ରୀ ଙ୍କ ଶାନ୍ତିପୂର୍ଣ୍ଣ ପ୍ରତିବାଦ। ନିଟ ପିଜି କାଉନସେଲିଂ (NEET PG Counselling) ପ୍ରକ୍ରିୟାରେ ଅହେତୁକ ବିଳମ୍ବର ପ୍ରତିବାଦ କରି ଆଜି ସମ୍ବଲପୁର ଜେଡିଏ ଛାତ୍ରଛାତ୍ରୀ ମେଡିକାଲ କଲେଜ ସମ୍ମୁଖ (In front of the medical college ) ରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିଛନ୍ତି। ଅଧିକ ପଢନ୍ତୁ

(Junior doctors association
(Junior doctors association

ସମ୍ବଲପୁର: ସମ୍ବଲପୁର ବୁର୍ଲା ଭୀମସାର(Sambalpur Burla Veer Surendra Sai Institute Of Medical Sciences And Research) ମେଡିକାଲ କଲେଜର କନିଷ୍ଠ ଡାକ୍ତରୀ ସଂଘ (ଜେଡିଏ)(Junior doctors association) ଛାତ୍ରଛାତ୍ରୀ ଙ୍କ ଶାନ୍ତିପୂର୍ଣ୍ଣ ପ୍ରତିବାଦ। ନିଟ ପିଜି କାଉନସେଲିଂ (NEET PG Counselling) ପ୍ରକ୍ରିୟାରେ ଅହେତୁକ ବିଳମ୍ବର ପ୍ରତିବାଦ କରି ଆଜି ସମ୍ବଲପୁର ଜେଡିଏ ଛାତ୍ରଛାତ୍ରୀ ମେଡିକାଲ କଲେଜ ସମ୍ମୁଖ(In front of the medical college )ରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିଛନ୍ତି।

NEET PG Counselling Delay; ପ୍ରତିବାଦ କଲା ଭୀମସାର କନିଷ୍ଠ ଡାକ୍ତର ସଂଘ

ସମ୍ବଲପୁର ବୁର୍ଲା ମେଡିକାଲ କଲେଜ(Sambalpur Burla Medical College) ର ଜେଡିଏ ଛାତ୍ରଛାତ୍ରୀ ଆଜି କଳା ବ୍ୟାଚ (Black batch )ପରିଧାନ କରି ଶାନ୍ତିପୂର୍ଣ୍ଣ ପ୍ରତିବାଦ। ନିଟ ପିଜି କାଉନସେଲିଂ ( NEET PG Counselling) ପ୍ରକ୍ରିୟାରେ ଅହେତୁକ ବିଳମ୍ବ ହେଉଥିବାରୁ ବର୍ତ୍ତମାନ ସର୍ବଭାରତୀୟ ସ୍ତରରେ (all India level) ମେଡିକାଲ କଲେଜ ଗୁଡିକରେ 66% ପିଜି ଛାତ୍ରଛାତ୍ରୀ ଅଛନ୍ତି। ଏପରିକି ନିଟ କାଉନସେଲିଂ ପ୍ରକ୍ରିୟା ବିଳମ୍ବ ହେବାରୁ ଗୋଟିଏ ବ୍ୟାଚ ଜେଡିଏ ଛାତ୍ରଛାତ୍ରୀ କମ ରହିଛନ୍ତି।

ଫଳରେ ବର୍ତ୍ତମାନ ଅଧ୍ୟୟନ କରୁଥିବା ଅନ୍ୟ ଜେଡିଏ ଛାତ୍ରଛାତ୍ରୀ ଉପରେ ଅଧିକ କାର୍ଯ୍ୟ ବୋଝ ପଡୁଛି ବୋଲି ଜେଡିଏ ଭୀମସା (VSSIMSAR) ର ପକ୍ଷରୁ କୁହାଯାଇଛି। ଏଥିପାଇଁ ଏହି ସମସ୍ୟାର ସମାଧାନ ପାଇଁ ସେମାନେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ (Union Health Minister ) ଓ ମୁଖ୍ୟମନ୍ତ୍ରୀ(Chief Minister)ଙ୍କୁ ନିବେଦନ କରିଛନ୍ତି। ଆଜି ଭୀମସାର ଜେଡିଏ ସଭାପତି ଡା ଅଭିଜିତ ଦାସ (Junior doctors association President Dr Abhijit Das) ଙ୍କ ନେତୃତ୍ବରେ ଏହି ଶାନ୍ତିପୂର୍ଣ୍ଣ ପ୍ରତିବାଦ ହୋଇଛି।

ଦାବି ପୂରଣ ନେହେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି କନିଷ୍ଠ ଡାକ୍ତରୀ ସଂଘ କହିଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details