ଓଡିଶା

odisha

ETV Bharat / city

ଆଦିବାସୀଙ୍କ ନିଆରା ଦୀପାବଳି ପାଳନ - ସରନା ପୂଜାସ୍ଥଳରେ ଆଦିବାସୀଙ୍କ ନିଆରା ଦୀପାବଳି ପାଳନ

ଆଜି ପବିତ୍ର ଦୀପାବଳି। ଆଜିର ଦିନରେ ପରିବେଶ ପ୍ରଦୂଷଣ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଥିବା ବେଳେ ଦୀପାବଳି ଅବସରରେ ଆଦିବାସୀ ପ୍ରକୃତିକୁ ପୂଜା କରଛନ୍ତି। ବିଶେଷ କରି ରବିବାର  ସରନା ପୂଜାସ୍ଥଳରେ ଏହି ନିଆରା କାର୍ଯ୍ୟକ୍ରମ ଦେଖିବାକୁ ମିଳିଥିଲା।

ଫଟୋ ସୌଜନ୍ୟ:ସମ୍ବାଦଦାତା, ରାଉରକେଲା

By

Published : Oct 27, 2019, 8:28 PM IST

ରାଉରକେଲା: ଆଜି ପବିତ୍ର ଦୀପାବଳି। ତେବେ ଆଜିର ଦିନରେ ପରିବେଶ ପ୍ରଦୂଷଣ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଥିବା ବେଳେ ଦୀପାବଳି ଅବସରରେ ଆଦିବାସୀ ପ୍ରକୃତିର ପୂଜା କରିଥାନ୍ତି। ବିଶେଷ କରି ରବିବାର ସରନା ପୂଜାସ୍ଥଳରେ ଏହି ନିଆରା କାର୍ଯ୍ୟକ୍ରମ ଦେଖିବାକୁ ମିଳିଥିଲା।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ରାଉରକେଲା


ଆଦିବାସୀ ଏକତ୍ରିତ ହୋଇ ସରନାରେ ପୂଜା ପରେ ବହୁ ଦୀପ ସାମୁହିକ ଭାବରେ ପ୍ରଜ୍ବଳିତ କରିଥିଲେ। ପ୍ରଥମେ ଗଛ ଏବଂ ପାହାଡର ପୂଜା କରିବା ପରେ ସେମାନେ ଏକତ୍ରିତ ହୋଇ ଦୀପ ପ୍ରଜ୍ବଳିତ କରିଥିଲେ। ଶେଷରେ ଏହି ନିଆରା ପରମ୍ପରା ପରେ ଏଠାରୁ ତେଲ ନେଇ ଘରେ ଦୀପ ପ୍ରଜ୍ବଳିତ କରିଥିଲେ ଆଦିବାସୀ।

ରାଉଲକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details