ଓଡିଶା

odisha

ETV Bharat / city

ପୋଲିସକୁ ପିଟିଲେ ଲୋକେ - Traffic cop assaulted by local people

ଷ୍ଟିଲ ସିଟିର ବାସନ୍ତୀ କଲୋନୀ ଡି.ଏ.ଭି ଛଟ ଟ୍ରାଫିକ ପୋଲିସକୁ ପିଟିଲେ ଲୋକେ । ମଦ ପିଇ ଚେକିଂ ବାହାନାରେ ପୋଲିସ ହଇରାଣ କରୁଥିବା ଅଭିଯୋଗ ହୋଇଛି ।

ପୋଲିସକୁ  ପିଟିଲେ ଲୋକେ
ପୋଲିସକୁ ପିଟିଲେ ଲୋକେ

By

Published : Dec 16, 2020, 10:43 PM IST

ରାଉରକେଲା: ଷ୍ଟିଲ ସିଟିର ବାସନ୍ତୀ କଲୋନୀ ଡି.ଏ.ଭି ଛଟ ଟ୍ରାଫିକ ପୋଲିସକୁ ପିଟିଲେ ଲୋକେ । ମଦ ପିଇ ଚେକିଂ ବାହାନାରେ ପୋଲିସ ହଇରାଣ କରୁଥିବା ଅଭିଯୋଗ ହୋଇଛି ।

ପୋଲିସକୁ ପିଟିଲେ ଲୋକେ

ଲୋକଙ୍କ ମାଡରେ ଟ୍ରାଫିକ ପୋଲିସ ଆହାତ ହୋଇଥିବା ବେଳେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details