ଓଡିଶା

odisha

ETV Bharat / city

ପ୍ଲାଜମା ଦାନ କରିଥିବା ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା - Congratulations to the person who donated the plasma

ପ୍ଲାଜମା ଦାନ କରିଥିବା କୋରୋନା ସୁସ୍ଥଙ୍କ ଯୋଗୁଁ ବହୁ ଲୋକଙ୍କ ଜୀବନ ରକ୍ଷା ହେଉଛି । ମଙ୍ଗଳବାର ପ୍ଲାଜମା ଦାନ କରିଥିବା ଲୋକଙ୍କୁ ସମ୍ବର୍ଦ୍ଧନା ପାଇଁ ଆୟୋଜିତ ହୋଇଥିଲା କାର୍ଯ୍ୟକ୍ରମ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ପ୍ଲାଜମା ଦାନ କରିଥିବା ବ୍ୟକ୍ତିଙ୍କୁ ସମ୍ବୋର୍ଦ୍ଧନା
ପ୍ଲାଜମା ଦାନ କରିଥିବା ବ୍ୟକ୍ତିଙ୍କୁ ସମ୍ବୋର୍ଦ୍ଧନା

By

Published : Sep 1, 2020, 10:52 PM IST

ରାଉରକେଲା: ପ୍ଲାଜମା ଦାନ କରିଥିବା କୋରୋନା ସୁସ୍ଥଙ୍କ ଯୋଗୁଁ ବହୁତ ଲୋକଙ୍କ ଜୀବନ ରକ୍ଷା ହେଉଛି । ମଙ୍ଗଳବାର ପ୍ଲାଜମା ଦାନ କରିଥିବା ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଳାପାଳ ନିଖିଳ ପବନ କଲ୍ୟାଣ, ଡିଆଇଜି କବିତା ଜଳାନ, ଏଡିଏମ ଅବନୀ ସୁନୀଲ ନରବନେ ସହିତ ଜନପ୍ରତିନିଧିମାନେ ଭାଗ ନେଇଥିଲେ ।

ପ୍ଲାଜମା ଦାନ କରିଥିବା ବ୍ୟକ୍ତିଙ୍କୁ ସମ୍ବୋର୍ଦ୍ଧନା

ରାଉରକେଲା ଚାମ୍ବର ଅଫ କମର୍ଷ ଆଣ୍ଡ ଇଣ୍ଡଷ୍ଟ୍ରି ତଥା ଲାୟନ କ୍ଲବ ପକ୍ଷରୁ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମର ଆୟୋଜନ ଆଇଟିଡିଏ ସମ୍ମିଳନୀ କକ୍ଷରେ କରାଯାଇଥିଲା । ଏବଂ ଏଥିରେ ପ୍ଲାଜମା ଦାନ କରିଥିବା ଲୋକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କୋଭିଡ-19 ମୁକାବିଲାରେ ପ୍ଲାଜମାର ମହତ୍ଵ ଅଧିକାଂଶ ଲୋକେ ବୁଝିବା ଉଚିତ । ସେଥିପାଇଁ ଅଧିକ ଲୋକ ପ୍ଲାଜମା ଦାନ କଲେ ଲୋକେ କୋରୋନାରୁ ମୁକ୍ତ ହେବେ ବୋଲି ସେ କହିଥିଲେ ।

ରାଉରକେଲାରୁ ରାଜେନ୍ଦରନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details